Browsing Tag

mp

ରାଗିଲେ ସାଂସଦ: ବୈଠକ ନିର୍ଦ୍ଧାରିତ ସମୟରେ ଆରମ୍ଭ ନ ହେବାରୁ ଜିଲ୍ଲା ପ୍ରଶାସନ ଉପରେ ବର୍ଷିଲେ

ବଲାଙ୍ଗିର (କେନ୍ୟୁଜ): ବଲାଙ୍ଗିର ଜିଲ୍ଲା ପ୍ରଶାସନ ଉପରେ ବର୍ଷିଲେ ସାଂସଦ ସଂଗୀତା କୁମାରୀ ସିଂଦେଓ । ଆଜି ଦିଶା ବୈଠକ ସଠିକ ସମୟରେ ଆରମ୍ଭ ନ ହେବା ସହ ଜିଲ୍ଲାପାଳ ବିଳମ୍ବରେ ଆସିବାକୁ ନେଇ ଗ୍ରାମ୍ୟ ଉନ୍ନୟନ ସଂସ୍ଥାର PDଙ୍କ ଉପରେ ରାଗିଥିଲେ ସଂଗୀତା କୁମାରୀ । ଜିଲ୍ଲା ପ୍ରଶାସନ ମନ ଇଚ୍ଛା…

ରାଜ୍ୟସଭାର ୧୯ ବିରୋଧୀ ସାଂସଦ ସପ୍ତାହ ଯାଏଁ ନିଲମ୍ୱିତ, ଗୃହ କାର୍ଯ୍ୟରେ ବାଧା ଦେବାରୁ କାର୍ଯ୍ୟାନୁଷ୍ଠାନ

ନୂଆଦିଲ୍ଲୀ: ଲୋକସଭା ପରେ ରାଜ୍ୟସଭା । ମୌସୁମୀ ଅଧିବେସନରେ ବିଭିନ୍ନ ପ୍ରସଙ୍ଗକୁ ନେଇ ହଙ୍ଗାମା ପାଇଁ ୧୯ଜଣ ରାଜ୍ୟସଭା ସାଂସଦଙ୍କୁ ନିଲମ୍ବନ କରାଯାଇଛି । ଦରଦାମ ବୃଦ୍ଧି, ଜିଏସଟି ଓ ତଦନ୍ତ ଅଧିକାରୀଙ୍କ କାର୍ଯ୍ୟାନୁଷ୍ଠାନ ନେଇ ବିରୋଧୀ ଗୃହର ମଧ୍ୟ ଭାଗକୁ ଆସି ସ୍ଲୋଗାନ ଦେବା ସହ ହୋହାଲ୍ଲା…

ପ୍ରେମିକା ଉପରେ ବିରକ୍ତ ହୋଇ ତାଙ୍କ ପରିବାରକୁ କଲା ହତ୍ୟା ପିଶାଚ ପ୍ରେମିକ, ଜମି ଖୋଳିବାରୁ ବାହାରିଲା ୫ ଶବ

ପ୍ରେମିକା ଉପରେ ଅସନ୍ତୁଷ୍ଟ ପ୍ରେମିକ ରଚିଲା ନାରକୀୟ କାଣ୍ଡ। ଗୋଟିଏ ପରେ ଗୋଟିଏ କରି ପ୍ରେମିକା ପରିବାରର ହତ୍ୟା କଲା ୫ ଜଣଙ୍କୁ। କେବଳ ମାରିଲା ସେତିକି ନୁହେଁ, ଶବଗୁଡ଼ିକୁ ଜମିରେ ଗାତ କରି ପୋତି ବି ଦେଲା। ଯେମିତି କେହି ବି ଏହି ହତ୍ୟାକାଣ୍ଡର ପତ୍ତା ବି ପାଇବେନି। ମାତ୍ର ସତ କେବେ ଲୁଚି…

ବରଯାତ୍ରୀ ନେଇ ଯାଉଥିବା ବେଳେ ଅଧବାଟରେ ଜଣାପଡ଼ିଲା ବର କରୋନା ପଜିଟିଭ, ଆଉ ତା’ ପରେ…

ଦେଶରେ କରୋନା ଭାଇରସର ମାମଲା ଦ୍ରୁତ ବେଗରେ ବଢ଼ୁଥିଲେ ମଧ୍ୟ ଲୋକମାନେ କିନ୍ତୁ ବିବାହ କରିବା ଛାଡ଼ୁ ନାହାନ୍ତି। ମାତ୍ର ଏହି ବିବାହ ଯୋଗୁଁ କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି। ଏଭଳି ଏକ ତାଜା ମାମଲା ସାମ୍ନାକୁ ଆସିଛି ମଧ୍ୟ ପ୍ରଦେଶର ଧାର ଜିଲ୍ଲାରେ। ଏଠାରେ ବାହା ହେବାକୁ ଯାଉଥିବା ଏକ ବର ଓ…

ଯୁବକଙ୍କ ପ୍ରାଇଭେଟ୍‌ ପାର୍ଟରେ ଏୟାରପ୍ରେସରରେ ପବନ ଭରିଲା ସାଙ୍ଗ, କହିଲା-‘ମଜାରେ କରିଥିଲି’

ସାଙ୍ଗସାଥୀଙ୍କ ମଧ୍ୟରେ ହସ ମଜା ଏକ ସାଧାରଣ କଥା। କିନ୍ତୁ ଏହା ସୀମା ଭିତରେ ରହିବା ଦରକାର, ନଚେତ୍‌ ପରିଣାମ ଭୟଙ୍କର ହୋଇପାରେ। ଏବେ ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ମଧ୍ୟପ୍ରଦେଶରେ। ଏଠାରେ ଜଣେ ଯୁବକ ନିଜ ସାଙ୍ଗ ସହ ଏଭଳି ଘୃଣ୍ୟ ମଜାକ୍‌ କରିଛନ୍ତି, ଯାହା ତାଙ୍କ ଜୀବନ ପ୍ରତି ବିପଦ…

ପଇସା ମାଗିବାରୁ ଶ୍ରମିକର ପ୍ରାଇଭେଟ ପାର୍ଟରେ ପବନ ଭରିଲା ମାଲିକ, ଚାଲିଗଲା ଜୀବନ

ମଧ୍ୟପ୍ରଦେଶ ଶିବପୁରୀରେ ଏକ ଚାଞ୍ଚଲ୍ଯକର ଘଟଣା ଘଟିଛି। ଏଠିକାର ଜଣେ କର୍ମଚାରୀ ଜଣେ ମାଲିକଙ୍କୁ ପଇସା ମାଗିବାକୁ ଆସିବାରୁ ତାଙ୍କ ମଳାଶୟରେ କମ୍ପ୍ରେସର ସାହାଯ୍ଯରେ ପବନ ଭର୍ତ୍ତି କରିଥିଲେ। ଯାହାଫଳରେ ଶ୍ରମିକ ଜଣଙ୍କର ଜୀବନ ଚାଲିଯାଇଥିଲା। ମୃତକ ଶ୍ରମିକଙ୍କ ନାମ ପରମାନନ୍ଦ ଧାକଡ। ସେ…

ଗୁରୁଶିଷ୍ୟର ପରମ୍ପରାକୁ ଉଜ୍ଜୀବିତ କଲେ ସାଂସଦ ଡା. ଅଚ୍ୟୁତ ସାମନ୍ତ, ଗୁରୁଙ୍କୁ କଲେ ସମ୍ବର୍ଦ୍ଧନା

ଜଗତସିଂହପୁର ରଘୁନାଥପୁର ନିକଟ କଲରାପଟି ଗାଁରେ ରହୁଥିବା କଲରାବାଙ୍କ ୟୁପି ସ୍କୁଲର ଅବସରପ୍ରାପ୍ତ ଶିକ୍ଷକ ତଥା ସାଂସଦ ଡ.ଅଚ୍ୟୁତ ସାମନ୍ତଙ୍କର ପିଲା ଦିନର ଶିକ୍ଷକ ନୃସିଂହ ନାୟକଙ୍କୁ ସମ୍ବର୍ଦ୍ଧନା ସହ ପୁଷ୍ପଗୁଚ୍ଛ, ଉପଢୌକନ ଦେଇ ଗୁରୁ ପୂଜା କରିଥିଲେ ଡ. ସାମନ୍ତ । ନୃସିଂହ ନାୟକଙ୍କ ବୟସ…

ନୂଆ ଏମ୍‌ପି, ନୂଆ ଅନୁଭୂତି : ଲୋକସଭାରେ ନିଜ ନିଜ ଅଞ୍ଚଳର ସମସ୍ୟା ଉଠାଇଲେ ସାଂସଦ

ନୂଆ ଏମପିଙ୍କ ନୂଆ ଅନୁଭୂତି । ଓଡିଶାରୁ ନବନିର୍ବାଚିତ ଲୋକସଭା ସାଂସଦମାନେ ପ୍ରବିତ୍ର ସଂସଦରେ ପ୍ରଥମ ଥର ପାଇଁ ପାଦ ଥାପିଥିଲେ । ସଂସଦର ପ୍ରଥମ ଅଧିବେଶନରେ ନିର୍ବାଚିତ ସାଂସଦମାନେ ନିଜ ନିଜ ସଂସଦୀୟ କ୍ଷେତ୍ରର ସମସ୍ୟା ବିଷୟରେ ଗୃହରେ ଉପସ୍ଥାପନ କରିଥିଲେ । ତେବେ ସବୁଠାରୁ ଅଧିକ ଚର୍ଚ୍ଚାରେ…

ଜାଣନ୍ତି କି ପ୍ରଧାନମନ୍ତ୍ରୀ ଏବଂ ସାଂସଦଙ୍କ ଦରମା କେତେ ?

ପୁଣିଥରେ ଦେଶର ଶାସନଭାର ସମ୍ଭାଳିଲେ ନରେନ୍ଦ୍ର ମୋଦି । ୩୦ ମେ’ରେ ଦ୍ୱିତୀୟ ଥର ପାଇଁ ଦେଶର ପ୍ରଧାନମନ୍ତ୍ରୀ ଭାବେ ନେଲେ ଶପଥ । ଏହା ସହ ମୋଦିଙ୍କ ମନ୍ତ୍ରିମଣ୍ଡଳର ଅନ୍ୟ ମନ୍ତ୍ରୀ ମାନେ ମଧ୍ୟ ଶପଥ ନେଇଥିଲେ । ଏହି ଶପଥ ସମାରୋହର ଭବ୍ୟ କାର୍ଯ୍ୟକ୍ରମ ଦେଶ ବିଦେଶରୁ ପ୍ରାୟ ୬ହଜାର ନାମୀ ଦାମୀ…

ପ୍ରାର୍ଥୀ ଚୟନ ଅଙ୍କକଷାରେ ବିଜେଡି, କେନ୍ଦ୍ରାପଡ଼ାକୁ ନେଇ ଜାରି ରହିଛି ସସ୍‌ପେନ୍ସ

ଭୁବନେଶ୍ବର : ପାଖେଇ ଆସୁଛି ୧୯' ନିର୍ବାଚନ । ସରଗରମ ହେଲାଣି ରାଜନୀତି । କେଉଁ ଲୋକସଭା କ୍ଷେତ୍ରରେ ବିଜେଡିରୁ କିଏ ପ୍ରାର୍ଥୀ ହେବେ ତା ଉପରେ ଏବେ ସମସ୍ତଙ୍କର ନଜର । ଗତ ୨୦୧୪ ନିର୍ବାଚନ ବେଳେ ୧୩ଟି ଲୋକସଭା ଆସନରେ ବିଜେଡି ନୂଆ ମୁହଁଙ୍କୁ ଟିକେଟ ଦେଇଥିଲା। ଅନ୍ୟ ୮ ଆସନରେ ଲୋକସଭା…