ସାଂସଦ ଅଚ୍ୟୁତ ସାମନ୍ତଙ୍କୁ ଭେଟିଲେ କନ୍ଧମାଳର ୩ ବିଧାୟକ, ବିକାଶ ନେଇ ହେଲା ଆଲୋଚନା
କନ୍ଧମାଳ(କେନ୍ୟୁଜ୍): କନ୍ଧମାଳ ଜିଲ୍ଲାର ବିକାଶ ନେଇ କନ୍ଧମାଳର ୩ ବିଧାୟକ ସାଲୁଗା ପ୍ରଧାନ, ଅଙ୍ଗଦ କହଁର ଓ ଚକ୍ରମଣି କହଁର ଆଜି ସାଂସଦ ଅଚ୍ୟୁତ ସାମନ୍ତଙ୍କୁ ଭେଟିଥିଲେ । କନ୍ଧମାଳର ସାମୂହିକ ଉନ୍ନୟନ ଓ ସ୍ୱାସ୍ଥ୍ୟର ବିକାଶ ନେଇ ବିଧାୟକମାନେ ସାଂସଦଙ୍କ ସହ ବିସ୍ତୃତ ଆଲୋଚନା କରିଥିଲେ ।…