ଅପକମିଂ ମୁଭି ମିଷ୍ଟର କହ୍ନେୟାକୁ ନେଇ ତେଜୁଛି ବିବାଦ, ମହିଳା ଥାନା ପୋଲିସ ପକ୍ଷରୁ ପ୍ରଡକ୍ସନ ୟୁନିଟକୁ ନୋଟିସ୍
ଭୁବନେଶ୍ବର(କେନ୍ୟୁଜ୍): ଅପକମିଂ ମୁଭି ମିଷ୍ଟର କହ୍ନେୟାକୁ ନେଇ ତେଜୁଛି ବିବାଦ । ମହିଳା ଥାନା ପୋଲିସ ପକ୍ଷରୁ ‘ମିଷ୍ଟର କହ୍ନେୟା’ ପ୍ରଡକ୍ସନ ୟୁନିଟକୁ ନୋଟିସ୍ କରାଯାଇଛି। ଚଳଚ୍ଚିତ୍ର ପ୍ରଯୋଜକ ଥାନାରେ ହାଜର ହୋଇ ପକ୍ଷ ରଖିବାକୁ ନୋଟିସରେ ଉଲ୍ଲେଖ କରାଯାଇଛି। ପୋଷ୍ଟରରେ ୭ ଜଣ ଝିଅ ତଳେ…