କପଡ଼ାରେ ଧୋନି ଓ ଜିଭାଙ୍କର ଖାସ୍ ଚିତ୍ର ଆଙ୍କିଥିଲେ ଚିତ୍ରକର, ଜାଣିବା ପରେ ନିଜେ ଦୋକାନକୁ ଯାଇ କିଣି ଆଣିଲେ ମାହି
ଆଇପିଏଲ୍ର ସବୁଠୁ ସଫଳ କ୍ୟାପ୍ଟେନ୍ଙ୍କ ମଧ୍ୟରୁ ଜଣେ ମହେନ୍ଦ୍ର ସିଂହ ଧୋନି ପୁଣିଥରେ ଫ୍ୟାନ୍ଙ୍କ ମନ ଜିତି ଯାଇଛନ୍ତି। ତାମିଲନାଡ଼ୁର ଇରୋଡ୍ରେ ଜଣେ ହ୍ୟାଣ୍ଡଲୁମ୍ କାରିଗର ଧୋନି ଓ ତାଙ୍କ ଝିଅ ଜିଭାଙ୍କର ଏକ ଫଟୋକୁ ନିଜ ହାତରେ ତିଆରି କରିଛନ୍ତି। ମାହିଙ୍କୁ ଏହି ଫଟୋ ଏତେ ପସନ୍ଦ…