ଖୁବଶୀଘ୍ର ଆସୁଛି ଧୋନୀଙ୍କ ୱେବ ସିରିଜ ! ଫଟୋ ସେୟାର କରି ସଙ୍କେତ ଦେଲେ ସାକ୍ଷୀ
ଭାରତୀୟ କ୍ରିକେଟ ଟିମର ପୂର୍ବରୁ ଅଧିନାୟକ ମହେନ୍ଦ୍ର ସିଂହ ଧୋନିଙ୍କ ଲୋକପ୍ରିୟତା କେବଳ ଭାରତ ନୁହେଁ ବରଂ ବିଦେଶରେ ମଧ୍ୟ ରହିଛି। ଏବେ ବର୍ତ୍ତମାନ ଧୋନି ରାଞ୍ଚି ସ୍ଥିତ ନିଜ ଫାର୍ମ ହାଉସରେ ଅର୍ଗାନିକ ପନିପରିବା ଚାଷ କରୁଛନ୍ତି। ବଜାରରେ ଧୋନିଙ୍କ ଫାର୍ମ ହାଉସର ପରିବା ଚାହିଦା ମଧ୍ୟ ବହୁତ…