Browsing Tag

ms dhoni

ପ୍ରଥମେ ବାଇକ୍‌ ଆଉ ତା’ ପରେ ଡଙ୍ଗାରେ ବୁଲିଲେ ଏମଏସ୍‌ ଧୋନି, ଭିଡିଓ ଭାଇରଲ ପରେ ଫ୍ୟାନ୍ସ ଦେଲେ ଏମିତି ପ୍ରତିକ୍ରିୟା

ମହେନ୍ଦ୍ର ସିଂ ଧୋନିଙ୍କ ଭାରତୀୟ କ୍ରିକେଟ ଟିମରୁ ସନ୍ନ୍ୟାସ ନେବା ପରେ ମଧ୍ୟ ତାଙ୍କ ଫ୍ୟାନ୍ସଙ୍କ ସଂଖ୍ୟା ବଢିବାରେ ଲାଗିଛି । ପ୍ରତିଦିନ ତାଙ୍କ ଫ୍ୟାନ୍ସଙ୍କ ସଂଖ୍ୟା ବଢିବାରେ ଲାଗିଛି । ଧୋନିଙ୍କ ଲୁକ୍‌ ହେଉ ଅବା ବାଇକ୍‌ କୁ ନେଇ ସୋସିଆଲ ମିଡିଆରେ ଭାଇରାଲ ହୋଇଥାଏ । ଧୋନିଙ୍କ ବାଇକ୍‌…

‘ମାହି ଭାଇ ଆଇ ଲଭ ୟୁ’ କହି ଚିତ୍କାର କଲେ ଫ୍ୟାନ୍‌, ହସିଲେ ଧୋନି : ଭିଡିଓ ଭାଇରଲ

ମହେନ୍ଦ୍ର ସିଂ ଧୋନି କ୍ୟାପେଟନ କୁଲ୍‌ ଭାବେ ବେଶ ପରିଚିତ । ତାଙ୍କର କୁଲ୍‌ ଅନ୍ଦାଜ ଦେଖି ତାଙ୍କୁ ଏଭଳି ନାମ ଦିଆଯାଇଛି । ମାହିଙ୍କ ଗୋଟିଏ ମାତ୍ର ସ୍ମାଇଲରେ ଫ୍ୟାନ୍ସ ପାଗଳ ହୋଇଯାଆନ୍ତି । ଖେଳ ହେଉ ଅବା ମଇଦାନ ସବୁବେଳେ ଫ୍ୟାନ୍ସ ତାଙ୍କୁ ଖୁସି ଦେଖିବାକୁ ଚାହାନ୍ତି । ତେବେ ଏମିତି ଏକ…

ଆମେରିକା ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହିତ ଗଲ୍ଫ ଖେଳିଲେ ଧୋନି, ଭିଡିଓ ଦେଖି ଫ୍ୟାନ୍ସ ତାଜୁବ

ଭାରତୀୟ କ୍ରିକେଟ ଟିମର ଷ୍ଟାର କ୍ରିକେଟର ତଥା ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନି ପୁଣିଥରେ ଚର୍ଚ୍ଚାରେ । ଏବେ ଧୋନି ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହିତ ଗଲଫ ଖେଳୁଥିବାର ନଜର ଆସିଛନ୍ତି । ଯାହାର ଭିଡିଓ ଭାଇରଲ ହେବାରେ ଲାଗିଛି । ଧୋନି ଆମେରିକାର ପୂର୍ବତନ…

ଆଗକୁ ରାସ୍ତା ଜାଣିନଥିଲେ, କାର୍‌ ରୋକି ଅଜଣା ବ୍ୟକ୍ତିଙ୍କୁ ରାସ୍ତା ପଚାରିଲେ ଧୋନି: ଭିଡିଓ ଭାଇରଲ

ଧୋନିଙ୍କ ଭିଡିଓକୁ ନେଇ ପୁଣି ସୋସିଆଲ ମିଡିଆରେ ଚର୍ଚ୍ଚା । ଭାଇରଲ ହେଉଥିବା ଭିଡିଓରେ ଜଣେ ଅଜଣା ବ୍ୟକ୍ତିଙ୍କୁ ଧୋନି ରାସ୍ତା ପଚାରୁଥିବାର ଦେଖିବାକୁ ମିଳିଛନ୍ତି । ଏହି ଭିଡିଓ ଏବେ ଫ୍ୟାନ୍ସଙ୍କ ହୃଦୟ ଜିତିଛି । ଭାଇରଲ ହେଉଥିବା ଭିଡିଓରେ ଧୋନି କାରରେ ବସି ଜଣେ ଅଜଣଶ ବ୍ୟକ୍ତିଙ୍କୁ ଆଗକୁ…

ଧୋନି ବିମାନରେ ଶୋଇଥିବା ବେଳେ ଲୁଚିଛପି ଭିଡିଓ କଲେ ଏୟାର ହଷ୍ଟେସ, ଭାଇରଲ ହେଉଛି ଭିଡିଓ

ଲାଇମ ଲାଇଟରୁ ନିଜକୁ ଦୂରେଇ ସରଳ ଜୀବନଯାପନ କରିବାକୁ ଚାହାନ୍ତି ଧୋନି । ଆଉ ଫ୍ୟାନ୍ସ ତାଙ୍କର ଗୋଟିଏ ଝଲକ ପାଇବା ପାଇଁ ସବୁବେଳେ ଚାହିଁ ରହିଥାନ୍ତି । ଆଉ ଏପରି ସ୍ଥଳେ ଯଦି ଧୋନିଙ୍କର ଗୋଟିଏ ଭିଡିଓ ସୋସିଆଲ ମିଡିଆରେ ଆସେ, ତେବେ ତାହା ଭାଇରଲ ହୋଇଯାଏ । ଏବେ ଧୋନିଙ୍କର ଏକ ଭିଡିଓ ଭାଇରଲ…

ପତ୍ନୀ ନୁହେଁ ମାହି ଭାଇଙ୍କ ଆଗରେ ମୁହଁ ଖୋଲନ୍ତିନି ଚହଲ, ଧୋନିଙ୍କ ସହିତ କଥାବାର୍ତ୍ତା କରିବାକୁ ଭୟ କରନ୍ତି

ଟିମ୍‌ ଇଣ୍ଡିଆର ସ୍ପିନର ୟୁଜବେନ୍ଦ୍ର ଚହଲ ପଡିଆ ହେଉ ଅବା ବାହାରେ ସବୁବେଳେ ମସ୍ତି କରୁଥିବାର ଦେଖିବାକୁ ମିଳିଛନ୍ତି । ସାଥି ଖେଳାଳିଙ୍କ ସହିତ ମସ୍ତି ମୁଡରେ ନଜର ଆସନ୍ତି ଚହଲ । କିନ୍ତୁ ଚହଲ ଧୋନିଙ୍କୁ ଦେଖିଲେ ଭୟ କରନ୍ତି । ଧୋନିଙ୍କ ସହିତ କେବେ ବି ମଜାମସ୍ତି କରିବାର ସାହସ ହୋଇନାହିଁ…

ମାହି ଭାଇ ସବୁବେଳେ ପଡିଆରେ କୁଲ୍‌ ଅନ୍ଦାଜରେ ନଥାନ୍ତି, ଈଶାନ୍ତ ଶର୍ମା ଧୋନିଙ୍କୁ ନେଇ କଲେ ଖୁଲାସା

ଟିମ୍‌ ଇଣ୍ଡିଆର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନି ନିଜର ଶାନ୍ତ ସ୍ୱଭାବ ପାଇଁ ବେଶ୍‌ ପରିଚିତ । ମଇଦାନରେ ମୁସ୍କିଲ ସମୟରେ ଶାନ୍ତିରେ ନିଷ୍ପତ୍ତି ନେବାରେ ମାହି ମାହିର । ଏଥିପାଇଁ ତାଙ୍କୁ କୁଲ୍‌ କ୍ୟାପଟେନ ବୋଲି କୁହାଯାଏ । କିନ୍ତୁ ନିକଟରେ ଟିମ ଇଣ୍ଡିଆର ଦ୍ରୁତ ବୋଲର ଈଶାନ୍ତ…

ଧୋନିଙ୍କୁ ସ୍ପେଶାଲ ବାର୍ଥଡେ ଗିଫ୍ଟ : ହାଇଦ୍ରାବାଦରେ ୫୨ ଫୁଟ ଲମ୍ବା, ଆନ୍ଧ୍ରରେ ୭୭ ଫୁଟର କଟଆଉଟ୍‌ ତିଆରି କଲେ…

ଭାରତୀୟ ଟିମର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନି ୪୨ ବର୍ଷରେ ପାଦ ଥାପିଛନ୍ତି । ବିହାର ରାଞ୍ଚିରେ ୧୯୮୧ ମସିହା ଜୁଲାଇ ୭ରେ ଜନ୍ମଗ୍ରହଣ କରିଥିଲେ ଧୋନି। ଫ୍ୟାନ୍ସ ସବୁବେଳେ ତାଙ୍କୁ ନେଇ ବହୁତ ଭାବୁକ ହୋଇପଡନ୍ତି । ଧୋନିଙ୍କର ଫ୍ୟାନ୍ସଙ୍କ ସଂଖ୍ୟା ମଧ୍ୟ ଢେର ଅଧିକ । ଧୋନି ଏବେ…

୪୨ ବର୍ଷରେ ପାଦ ଥାପିଲେ ମହେନ୍ଦ୍ର ସିଂ ଧୋନି, ବିସିସିଆଇ ଠାରୁ ଆରମ୍ଭ କରି ହାର୍ଦ୍ଦିକଙ୍କ ପର୍ଯ୍ୟନ୍ତ ସମସ୍ତ ଖେଳାଳି…

ଭାରତୀୟ କ୍ରିକେଟ ଟିମର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନି ୪୨ ବର୍ଷରେ ପାଦ ଥାପିଛନ୍ତି । ମାହିଙ୍କ ଜନ୍ମଦିନରେ ପ୍ରଶଂସକ ଓ କ୍ରିକେଟପ୍ରେମୀ ଶୁଭେଚ୍ଛା ଜଣାଇବାରେ ଲାଗିଛନ୍ତି । ଆଇପିଏଲକୁ ଛାଡ଼ି ଅନ୍ୟ ସବୁ କ୍ରିକେଟ୍ ଫର୍ମାଟରୁ ଅବସର ନେଇ ସାରିଛନ୍ତି ଧୋନି । ଧୋନିଙ୍କ ଜନ୍ମଦିନରେ…

ସିକ୍ୟୁରିଟି ଗାର୍ଡଙ୍କୁ ବାଇକରେ ଲିଫ୍‌ଟ ଦେଲେ ଧୋନି, ପୁରୁଣା ଭିଡିଓ ଭାଇରଲ

ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଖେଳାଳି ମହେନ୍ଦ୍ର ସିଂ ଧୋନିଙ୍କ ଅନେକ ଭିଡିଓ ସୋସିଆଲ ମିଡିଆରେ ଭାଇରଲ ହୋଇଥାଏ । ଏହିସବୁ ଭିଡିଓ ପାଇଁ ଚର୍ଚ୍ଚାରେ ରହିଥାନ୍ତି ମାହି। ନିକଟରେ ଧୋନିଙ୍କ ଏକ ପୁରୁଣା ଭିଡିଓ ସୋସିଆଲ ମିଡିଆରେ ଭାଇରଲ ହେବାରେ ଲାଗିଛି । ଭିଡିଓରେ ସେ ଜଣେ ସିକ୍ୟୁରିଟି…

ବିମାନରେ ଧୋନିଙ୍କୁ ଚକୋଲେଟ୍‌ ଯାଚିଲେ ଏୟାରହଷ୍ଟେସ, ଗୋଟେ ଚକୋଲେଟ ଧରି ମାହି ଦେଲେ ସ୍ମିତହାସ୍ୟ : ଭିଡିଓ ଭାଇରଲ

ଟିମ୍ ଇଣ୍ଡିଆର ପୂର୍ବତନ ଅଧିନାୟକ ଏମଏସ ଧୋନି ରିଟାୟର୍ଡମେଣ୍ଟ ପରେ ସମୟ ଅତିବାହିତ କରିବା ପାଇଁ ବୁଲିବାକୁ କିମ୍ବା ଫାର୍ମ ହାଉସକୁ ଯାଇଥାନ୍ତି । ଧୋନି ଇଣ୍ଟରନ୍ୟାସନାଲ କ୍ରିକେଟରୁ ସନ୍ନ୍ୟାସ ନେବା ପରେ ଆଇପିଏଲରେ ଖେଳୁଛନ୍ତି । ଧୋନିଙ୍କ ଅଧିନାୟକତ୍ବରେ ଚେନ୍ନାଇ ସୁପରକିଙ୍ଗସ ଆଇପିଏଲ୍‌…

ରହମାନୁଲ୍ଲାହ ଗୁରବାଜଙ୍କୁ ସ୍ପେଶାଲ ଗିଫ୍ଟ ଦେଲେ ଧୋନି, ଟ୍ବିଟ୍‌ କରି କୃତଜ୍ଞତା ଜଣାଇଲେ କେକେଆର ଓପନର

ଆଇପିଏଲ୍‌ ୧୬ତମ ଟାଇଟଲ ବାଜି ମାରିନେଇଛି ଚେନ୍ନାଇ । ଏହି ସମୟରେ ଧୋନିଙ୍କୁ ଅନେକ ଚର୍ଚ୍ଚା ଚାଲିଥିଲା । ଏହା ଧୋନିଙ୍କର ଶେଷ ଆଇପିଏଲ ହେବା ନେଇ ଫ୍ୟାନ୍ସ ଆକଳନ କରୁଥିଲେ । ଏହି କାରଣ ଯୋଗୁଁ ଅନେକ ଖେଳାଳି ମ୍ୟାଚ ସରିବା ପରେ ଧୋନିଙ୍କ ଅଟୋଗ୍ରାଫ ଦେବା ସହିତ ସେଲଫି ମଧ୍ୟ  ନେଉଥିଲେ । ଆଉ…