ଗ୍ରାଉଣ୍ଡ ଷ୍ଟାଫଙ୍କ ହୃଦୟ ଜିତିଲେ ଏମଏସ ଧୋନି, ସମସ୍ତଙ୍କୁ ଅଟୋଗ୍ରାଫ ସହିତ ଦେଲେ ପୁରସ୍କାର
ଚେନ୍ନାଇ ସୁପର କିଙ୍ଗସ ଅଧିନାୟକ ଏମଏସ ଧୋନି ନିଜର କୁଲ୍ ଅନ୍ଦାଜ ପାଇଁ ସୁବବେଳେ ଚର୍ଚ୍ଚିତ । ଆଉ ପୁଣିଥରେ ଏମିତି କିଛି କରି ସମସ୍ତଙ୍କ ହୃଦୟକୁ ଜିତି ନେଇଛନ୍ତି ଧୋନି । ଚିଦାମ୍ବରମ ଷ୍ଟାଡିୟମରେ ମ୍ୟାଚ୍ ଖେଳିବା ପରେ ଏଠାରେ କାମ କରୁଥିବା ଗ୍ରାଉଣ୍ଡ ଷ୍ଟାଫଙ୍କ ସହିତ ସମୟ ବିତାଇଛନ୍ତି ।…