Browsing Tag

msp price

ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ୨୯୩୦ ଟଙ୍କାକୁ ବୃଦ୍ଧି କରିବାକୁ ଦାବି କଲେ ରାଜ୍ୟ ସରକାର

ଭୁବନେଶ୍ୱର(କେ ନ୍ୟୁଜ):  ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ୨୯୩୦ ଟଙ୍କାକୁ କରିବାକୁ ଦାବି କଲେ ରାଜ୍ୟ ସରକାରଙ୍କ ଦାବି। କେନ୍ଦ୍ର ସରକାରଙ୍କୁ ପୁଣି ଚିଠି ଲେଖି ଦାବି କରିଥିବା କହିଲେ କୃଷି ମନ୍ତ୍ରୀ ଅରୁଣ ସାହୁ । ଓଡ଼ିଶାର ଚାଷୀ ବାରମ୍ବାର ବନ୍ୟା, ବାତ୍ୟା, ମରୁଡ଼ିର ଶିକାର ହେଉଛନ୍ତି।…