Browsing Tag

muder

ବାଲିଗୁଡା: ପ୍ରେମିକକୁ ପିଟି ପିଟି ସଙ୍ଘବଦ୍ଧ ଭାବେ ହତ୍ୟା ଘଟଣା, ଆଉ ୭ ଗିରଫ

ବାଲିଗୁଡା(କେନ୍ୟୁଜ୍): ପ୍ରେମିକକୁ ବୀଭତ୍ସ ହତ୍ୟାକାଣ୍ଡ ଘଟଣାରେ ବାଲିଗୁଡା ପୋଲିସର ଦୃଢ଼ କାର୍ଯ୍ୟନୁଷ୍ଠାନ । ପ୍ରେମିକକୁ ପିଟି ପିଟି ସଙ୍ଘବଦ୍ଧ ଭାବେ ହତ୍ୟା ଘଟଣାରେ ଆଉ ସାତ ଜଣ ଅଭିଯୁକ୍ତକୁ ଗିରଫ କଲା ବାଲିଗୁଡା ପୋଲିସ । ଏହି ହତ୍ୟା ଘଟଣାରେ ମୋଟ ୧୪ ଜଣକୁ ଗିରଫ କରି କୋର୍ଟଚାଲାଣ କରିଛି…

ବାଲେଶ୍ୱରରେ ବୀଭତ୍ସ ହତ୍ୟା: ପ୍ରଥମେ ମୁଣ୍ଡକୁ ଗୁଳି ମାରିଲେ, ତା ପରେ ହାଣିିଲେ

ବାଲେଶ୍ୱର (କେନ୍ୟୁଜ): ବାଲେଶ୍ୱରରେ ବୀଭତ୍ସ ହତ୍ୟା। ପ୍ରଥମେ ମୁଣ୍ଡକୁ ଗୁଳି ମାରିଲେ, ତା ପରେ ହାଣିିଲେ। ସକାଳୁ ସକାଳୁ ବାଲେଶ୍ୱର ସଦର ଥାନା କୁରୁଡ଼ା ଛକରେ ଜଘନ୍ୟ ହତ୍ୟାକାଣ୍ଡ ହୋଇଥିଲା । ସଦର ଥାନା ଜଗନ୍ନାଥପାଟଣାରେ ବିନୋଦ ବିହାରୀ ଦାସ ସକାଳ ପ୍ରାୟ ୯ଟା ବେଳେ କୁରୁଡ଼ା ଛକ ଦେଇ ଯାଉଥିବା…

ଉନ୍ନତିରେ ପୁଅ ବାଧକ ବୋଲି କହିଲା ଗୁଣିଆ, ତ ବାପା ପେଟ୍ରୋଲ ଢାଳି ୫ ବର୍ଷର ନିରୀହକୁ ଜାଳିଦେଲା ଜିଅନ୍ତା

ତାମିଲନାଡ଼ୁର ତିରୁଓ୍ଵରୁରରେ ଏକ ଲୋମ ହର୍ଷଣକାରୀ ଘଟଣା ସାମ୍ନାକୁ ଆସିଛି। ଏଠାରେ ଜଣେ ବାପ ନିଜ ୫ ବର୍ଷର ପୁଅକୁ ମୃତ୍ୟୁମୁଖକୁ ଠେଲି ଦେଇଛି। ଏହା ପଛର କାରଣ ଏତେ ଭୟାଙ୍କର ଯେ ଆପଣ ବି ଶୁଣିଲେ ଥରି ଉଠିବେ। ଖବରରୁ ଜଣାପଡ଼ିଛି, ପୁଅର ବାପାଙ୍କୁ ଜଣେ ଗୁଣିଆ କହିଥିଲେ କି, ପୁଅ ଯୋଗୁ ହିଁ…

ପାଟଣାଗଡ଼ ବୀଭତ୍ସ ହତ୍ୟାକାଣ୍ଡ ମାମଲା: ଆଉ ଦୁଇ ଜଣଙ୍କୁ ଉଠାଇ ନେଲା ପୋଲିସ୍

ବଲାଙ୍ଗିର: ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ରେ ବୀଭତ୍ସ ହତ୍ୟାକାଣ୍ଡ ମାମଲାରେ ଆଉ ଦୁଇ ଜଣଙ୍କୁ ଉଠାଇ ନେଇଛି ପୋଲିସ । ଏହି ମାମଲାରେ ପୂର୍ବରୁ ୨ ଜଣଙ୍କୁ ଅଟକ ଅଛନ୍ତି । ଏବେ ୪ ଜଣଙ୍କୁ ଜେରା କରୁଛି ପାଟଣାଗଡ଼ ପୋଲିସ । ଘଟଣା ତଦନ୍ତ ପାଇଁ ସ୍ୱତନ୍ତ୍ର ଟିମ୍‌ ଗଠନ ହୋଇଛି । ଏହା ମର୍ଡର ନା…

୪ର୍ଥ ଥର ପୁଣି ଜନ୍ମ ନେଲା ଝିଅ, ମାନସିକ ସନ୍ତୁଳନ ହରାଇ ବସିଲା ବାପା, ଘଟାଇଲା ଏଭଳି ଜଘନ୍ୟ କାଣ୍ଡ!

ଗୁଜରାଟର ଜୁନାଗଡ଼ ଜିଲାରେ ଏକ ହୃଦୟ ବିଦାରକ ଘଟଣା ଘଟିଛି। ଅଭାବ ଅନଟନ ଏବଂ ଲଗାତାର ୪ଟି ଝିଅ ଜନ୍ମ ହେବା କାରଣରୁ ଜଣେ ବାପା ମାନସିକ ସନ୍ତୁଳନ ହରାଇ ବସିଥିଲେ। ଶେଷରେ ସେ ୩ଟି ଝିଅଙ୍କୁ କୂଅରେ ପିଙ୍ଗି ହତ୍ୟା କରିବା ପରେ ନିଜେ ବେକରେ ଫାଶୀ ଲଗାଇ ଆତ୍ମହତ୍ୟା କରିଛନ୍ତି। ପୋଲିସର…

ବନ୍ଧୁ ସାଜିଲା ବଇରି, ସାମାନ୍ୟ ବଚସାରୁ ଛାତରୁ ଜଣଙ୍କୁ ଠେଲି ଦେଲେ ଦୁଇ ସାଙ୍ଗ

ଝାରସୁଗୁଡା(କେନ୍ୟୁଜ୍): ସାଙ୍ଗ ନେଲା ସାଙ୍ଗ ଜୀବନ । ସାମାନ୍ୟ ବଚସାରୁ ହତ୍ୟାକାଣ୍ଡ । ଝାରସୁଗୁଡା ଜିଲ୍ଲା ତାଳପଟିଆ ଅନ୍ତର୍ଗତ ଦୁର୍ଲଗାଠାରେ ତିନି ସାଙ୍ଗଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା । ଦୁର୍ଲଗା ପଞ୍ଚାୟତ କାର୍ଯ୍ୟାଳୟ ଛାତ ଉପରୁ ଧକ୍କା ମାରିବା ଫଳରେ ଜଣଙ୍କର ମୃତ୍ୟୁ ହୋଇଛି । ମୃତକ…

ବାଲେଶ୍ୱର : କଲେଜର ଛାତ୍ରୀଙ୍କ ହତ୍ୟା ଘଟଣାରେ ରାସ୍ତା ଅବରୋଧ

ବାଲେଶ୍ୱର : ସିଂଲା ଥାନା ଅନ୍ତର୍ଗତ ଜାମସୁଳି କଲେଜର ଛାତ୍ରୀ ଲୋପାମୁଦ୍ରା ମହାନ୍ତିଙ୍କ ହତ୍ୟା ଘଟଣାରେ ରାସ୍ତା ଅବରୋଧ। ଅଭିଯୁକ୍ତକୁ କଠୋର ଦଣ୍ଡ ଓ ମୃତକଙ୍କ ପରିବାରକୁ କ୍ଷତିପୂରଣ ଦାବି କରି ଜାମସୁଳି କଲେଜର ଶତାଧିକ ଛାତ୍ରଛାତ୍ରୀ ବସ୍ତା-ବାଲିଆପାଳ ରାସ୍ତା ଅବରୋଧ କରିଥିଲେ ।…

ସୁନ୍ଦରଗଡ : ସ୍ତ୍ରୀକୁ ମାରି ସ୍ୱାମୀର ଆତ୍ମହତ୍ୟା

ସୁନ୍ଦରଗଡ : ସୁନ୍ଦରଗଡ ଜିଲ୍ଲା କୋଇଡା ଥାନା ଗଣୁଆ ଗାଁରେ ଅଘଟଣ । ସ୍ତ୍ରୀକୁ ମାରି ସ୍ୱାମୀର ଆତ୍ମହତ୍ୟା । ଗାଁର ପ୍ରଦୀପ ପେଣ୍ଠେଇ ଓ ତାଙ୍କ ସ୍ତ୍ରୀ ରେବତୀ ପେଣ୍ଠେଇଙ୍କ ମଧ୍ୟରେ କୌଣସି କାରଣକୁ ନେଇ ଗଣ୍ଡଗୋଳ ହୋଇଥିଲା । ପରେ ଉତ୍ୟକ୍ତ ହୋଇ ସ୍ତ୍ରୀକୁ ପିଟିପିଟି ହତ୍ୟା କରିଥିଲା ସ୍ୱାମୀ ।…