ବିଜ୍ଞାନ ନା ଆଶ୍ଚର୍ଯ୍ଯ ? କାହିଁକି ଜନ୍ମ ହୋଇଥାନ୍ତି ଏକାଧିକ ହାତ, ଗୋଡ ଏବଂ ଗୋଟିଏ ମୁଣ୍ଡ ଥିବା ପିଲା
କିଛି ଦିନ ତଳେ ଉତ୍ତରପ୍ରଦେଶର ଗୋରଖପୁରରେ ଏକ ଅଦ୍ଭୂତ ପିଲା ଜନ୍ମ ହୋଇଥିଲା । ଯାହାର ଥିଲା ଚାରିଟି ଗୋଡ ଏବଂ ଦୁଇଟି ଲିଙ୍ଗ । ହେଲେ ଜନ୍ମ ହେବାର ଦୁଇ ଦିନ ପରେ ପିଲାଟିର ମୃତ୍ୟୁ ହୋଇଯାଇଥିଲା । ତେବେ ଏହା ଦେଶର ପ୍ରଥମ ଘଟଣା ନୁହେଁ । ଏହା ପୂର୍ବରୁ ମଧ୍ୟ ଏମିତି ଘଟଣା ଦେଖିବାକୁ ମିଳିଛି ।…