ଖୋଲିଲା ଦେଶରେ ସର୍ବବୃହତ ମଲ୍ଟିପ୍ଲେକ୍ସ, ଯେଉଁଠି ଦିନକୁ ଚାଲିପାରିବ ୬୦ଟି ଶୋ
ମୁମ୍ବାଇ : ଦେଶର ପ୍ରଥମ ୧୧ଟି ସ୍କ୍ରିନ ଥିବା ମଲ୍ଟିପ୍ଲେକ୍ସ ମୁମ୍ବାଇରେ ଉଦ୍ଘାଟିତ ହୋଇଛି। ଏଠାରେ ଏକାଥରକେ ୧୫୮୬ ଲୋକ ଛଅଟି ଅଲଗା ଅଲଗା ଏକ୍ସପେରିମେଣ୍ଟାଲ ସିନେମା ଦେଖିପାରିବେ। ଏହି ମଲ୍ଟିପ୍ଲେକ୍ସର ମଧ୍ୟ ଏଭ ଭିନ୍ନ ସ୍ୱତନ୍ତ୍ରତା ରହିଛି। ଏଠାରେ ଥିବା ସିଟ୍ରେ ଏକ ପ୍ରକାର ବଟନ…