Browsing Tag

multipurpose card

ଗୋଟିଏ ଦେଶ ଗୋଟିଏ ପରିଚୟ ! ଆଧାର, ଭୋଟର, ଡିଏଲ ଏବଂ ପାସପୋର୍ଟ ସବୁ ପାଇଁ ହେବ ଗୋଟିଏ ମାତ୍ର କାର୍ଡ

କେନ୍ଦ୍ରୀୟ ଗୃହମନ୍ତ୍ରୀ ଅମିତ ଶାହ ସୋମବାର ଦିନ ସବୁ ନାଗରିକଙ୍କ ପାଇଁ ଏକ ବହୁଉଦ୍ଦେଶୀୟ ପରିଚୟ ପତ୍ରର ନିଷ୍ପତ୍ତି ରଖିଛନ୍ତି। ଯେଉଁଥିରେ ଗୋଟିଏ କାର୍ଡ ଆପଣଙ୍କର ଆଧାର, ପାସପୋର୍ଟ, ଭୋଟର, ଡ୍ରାଇଭିଂ ଲାଇସେନ୍ସ ଏବଂ ବ୍ୟାଙ୍କ ଖାତା ସହିତ ସଂଯୋଗ ହୋଇଥିବ। ଗୃହମନ୍ତ୍ରୀ ଏହା ମଧ୍ୟ କହିଛନ୍ତି…