ମୁମ୍ବାଇରେ ଓଡ଼ିଆ ଯୁବ ନାବିକ ନିଖୋଜ, ଚିନ୍ତାରେ ପରିବାର
ଭଦ୍ରକ: ଓଡ଼ିଆ ଯୁବ ନାବିକ ନିଖୋଜ। ଚିନ୍ତାରେ ପରିବାର। ଭଦ୍ରକ ଜିଲ୍ଲା କେଶପୁର ଅଞ୍ଚଳର ଯୁବ ନାବିକ ସାର୍ଥକ ମହାପାତ୍ର ନିଖୋଜ। ସେ ମୁମ୍ବାଇର ଏକ ଜାହାଜ କମ୍ପାନୀରେ ଯୋଗଦେଇଥିଲେ। ଗତ ଦୁଇ ତାରିଖରୁ ସେ ନିଖୋଜ ଅଛନ୍ତି। ପ୍ରଥମେ ଚୀନରୁ ମରିସସ୍ ଯାଇଥିଲେ। ପୁଣି ମରିସସ୍ ରୁ ଚୀନ ଫେରିବା…