ଝିଅ ଇରା ଖାନଙ୍କ ନିର୍ବନ୍ଧ ପରେ ପୂର୍ବତନ ପତ୍ନୀ ଓ ପୁଅଙ୍କ ସହ ବିମାନ ବନ୍ଦରରେ ନଜର ଆସିଲେ ଅମୀର୍ ଖାନ୍, ଫ୍ୟାନ୍ସ…
ଅଭିନେତା ଆମୀର ଖାନ ପ୍ରାୟତଃ ଗଣମାଧ୍ୟମର ହେଡଲାଇନରେ ରହିଥାନ୍ତି । ତାଙ୍କ ଫିଲ୍ମ ଏବଂ ଅଭିନୟ ବ୍ୟତୀତ ଆମୀର ତାଙ୍କ ବ୍ୟକ୍ତିଗତ ଜୀବନ ବିଷୟରେ ମଧ୍ୟ ବହୁତ ଚର୍ଚ୍ଚାରେ ରୁହନ୍ତି। ଗୁରୁବାର ଦିନ ଅଭିନେତା ଅମୀର ଖାନ ମୁମ୍ବାଇ ବିମାନବନ୍ଦରରେ ପହଞ୍ଚିଥିବାର ନଜର ଆସିଥିଲେ । ଆମୀର…