Browsing Tag

Mumbai Crime

ଲଜ୍‌ରୁ ମିଳିଲା ମହିଳାଙ୍କ ମୁଣ୍ଡବିହୀନ ନଗ୍ନ ମୃତଦେହ, ସବୁ ଜିନିଷ ଧରି ଫେରାର ପୁରୁଷ ପାର୍ଟନର! ଜାଣନ୍ତୁ ପୂରା ମାମଲା

ମୁମ୍ବାଇରେ ଜଣେ ମହିଳାଙ୍କୁ ଅତି ବିଭତ୍ସ ଭାବେ ହତ୍ୟା କରାଯାଇଥିବା ମାମଲା ସାମ୍ନାକୁ ଆସିଛି। ଗୋରେଗାଓଁର ଏହି ମହିଳାଙ୍କର ମୁଣ୍ଡବିହୀନ ନଗ୍ନ ମୃତଦେହ ମାଥେରନର ଏକ ଲଜ୍‌ରୁ ମିଳିଛି। ମାମଲା ରବିବାରର ଏବଂ ମହିଳାଙ୍କ ବୟସ ପାଖାପାଖି ୩୦ ବର୍ଷ ହେବ ବୋଲି ଅନୁମାନ କରାଯାଉଛି। ପୋଲିସର କହିବା…

ବାନ୍ଦ୍ରାରେ ଶହ ଶହ ଶ୍ରମିକ ଏକାଠି ହେବା ଘଟଣା, ବିନୟ ଦୁବେ ନାମକ ବ୍ୟକ୍ତିକୁ ଗିରଫ କଲା ମୁମ୍ବାଇ ପୋଲିସ୍

ମୁମ୍ବାଇ: ଲକଡାଉନ୍‌ ବନାମ ବାନ୍ଦ୍ରା । ବାନ୍ଦ୍ରାରେ ଶହ ଶହ ଶ୍ରମିକ ଏକାଠି ହେବା ଘଟଣାରେ ବାନ୍ଦ୍ରା ପୋଲିସ ଥାନାରେ ମାମଲା । ଏହି ଘଟଣାରେ ଜଣକୁ ଗିରଫ କରିଛି ପୋଲିସ । ବିନୟ ଦୁବେ ନାମକ ବ୍ୟକ୍ତିକୁ ନଭୀ ମୁମ୍ବାଇ ପୋଲିସ ଗିରଫ କରି ମୁମ୍ବାଇ ପୋଲିସକୁ ହସ୍ତାନ୍ତର କରିଛି । ଲକ୍‌ଡାଉନ୍‌…