ଆଇପିଏଲ ୨୦୨୫ : ରିଟେନ ଖେଳାଳିଙ୍କ ସହିତ ତାଲିକା ଜାରି କଲା ମୁମ୍ବାଇ ଇଣ୍ଡିଆନ୍ସ
ଆଇପିଏଲ ମୋଗ ନିଲାମୀରେ ୫୭୭ ଖେଳାଳି ନିଲାମୀ ହୋଇଛନ୍ତି । ଏଥିରେ ୧୮୨ ଜଣ ବିକ୍ରି ହୋଇଛନ୍ତି । ସମସ୍ତ ୧୦ଟି ଟିମର ଖେଳାଳିଙ୍କୁ ମିଶାଇ ୬୩୯.୧୫ କୋଟି ଟଙ୍କା ଖର୍ଚ୍ଚ ହୋଇଛି । ରିଷଭ ପନ୍ତ ଲିଗର ସବୁଠାରୁ ମହଙ୍ଗା ଖେଳାଳି ହୋଇଛନ୍ତି । ଲକ୍ଷ୍ନୌ ସୁପର ଜିଆଣ୍ଟସ ୨୭ କୋଟିରେ ରିଷଭ ପନ୍ତଙ୍କୁ…