ଆରେ…. ବସ୍ ଡ୍ରାଇଭର ହୋଇଗଲେ ରୋହିତ, ଭିଡିଓ ଭାଇରଲ
ଆଜି ଆଇପିଏଲ ମ୍ୟାଚରେ ମୁହାଁମୁହିଁ ହେବେ ମୁମ୍ବାଇ ଇଣ୍ଡିଆନ୍ସ ଏବଂ ଚେନ୍ନାଇ ସୁପରକିଙ୍ଗସ । ମୁମ୍ବାଇର ଓ୍ଵାଙ୍ଖଡେ ଷ୍ଟାଡିୟମରେ ମ୍ୟାଚ ଖେଳାଯିବ । ଏହି ମ୍ୟାଚ ପୂର୍ବରୁ ଟିମ ଖେଳାଳି ପଡିଆକୁ ଯିବାକୁ ବାହାରିଥିବା ବେଳେ ବସ୍ ଡ୍ରାଇଭର ପାଲଟିଛନ୍ତି ରୋହିତ ଶର୍ମା । ରୋହିତ ଶର୍ମା ବସ୍…