ମୁମ୍ବାଇରେ ଛାତିଥରା ଦୁର୍ଘଟଣା: ଛଅଟି ଯାନକୁ ଧକ୍କା ଦେଲା କାର, ୩ ମୃତ; ୬ ଗୁରୁତର
ନୂଆଦିଲ୍ଲୀ : ମୁମ୍ବାଇର ବାନ୍ଦ୍ରାରେ ଭୟଙ୍କର ଦୁର୍ଘଟଣା । ଦ୍ରୁତ ଗତିରେ ଆସୁଥିବା କାର୍ ଅନ୍ୟ ୬ଟି ଗାଡ଼ିକୁ ଧକ୍କା ଦେଲା । ଦୁର୍ଘଟଣାରେ ୩ ମୃତ ଓ ୬ ଜଣ ଗୁରୁତର ଆହତ ହୋଇଛନ୍ତି । ୱର୍ଲିରୁ ବାନ୍ଦ୍ରା ଆଡ଼କୁ ଦ୍ରୁତ ଗତିରେ ଯାଉଥିବା ଏକ କାର ଭାରସାମ୍ୟ ଟୋଲ ପ୍ଲାଜା ନିକଟରେ ଅଟକିଥିବା ୬ଟି…