Browsing Tag

mumbai

ନାବାଳିକାଙ୍କୁ ‘ଆଇଟମ’ କହିବା ପଡିଲା ମହାଙ୍ଗା, ଦେଢ଼ ବର୍ଷର ଦଣ୍ଡ ପାଇଲେ ରୋଡ଼ ରୋମିଓ : ପୋକସୋ…

ନୂଆଦିଲ୍ଲୀ : ମୁମ୍ବାଇ ପୋକସୋ କୋର୍ଟଙ୍କ ଯୁଗାନ୍ତକାରୀ ରାୟ। ଦେଢ଼ ବର୍ଷର ସଜ୍ଜା ପାଇଲେ ରୋଡ଼ ରୋମିଓ। ନାବାଳିକାଙ୍କୁ 'ଆଇଟମ' ବୋଲି ଡାକିବା ମହଙ୍ଗା ସାବ୍ୟସ୍ତ ସାଜିଲା ଯୁବକଙ୍କ ପାଇଁ। ଜଣେ ୧୬ ବର୍ଷୀୟା ନାବାଳିକାଙ୍କୁ ରାସ୍ତାରେ କମେଟ ମାରିବା ଓ ଦୁର୍ବ୍ୟବହାର କରିବା ଘଟଣାକୁ ଭାରତୀୟ…

ଧନ ଦେବୀ ମାତା ଲକ୍ଷ୍ମୀଙ୍କ ଏହି ପ୍ରସିଦ୍ଧ ମନ୍ଦିର ଦର୍ଶନ କଲେ ଦୂର ହୁଏ ଆର୍ଥିକ ସମସ୍ୟା, ଯାଇ ଥରେ ଦର୍ଶନ…

ଧନୀ ହେବାକୁ କିଏ ବା ନ ଚାହେଁ। କିନ୍ତୁ ଟଙ୍କା ବି ଏମିତି ଜିନିଷ ଯାହା ସହଜରେ ମିଳିନଥାଏ। ପ୍ରାୟତଃ ଅର୍ଥ ଅଭାବ ପାଇଁ ଲୋକଙ୍କର ଅନେକ ସମସ୍ୟା ଦେଖାଯାଏ। ଯଦି ଆପଣଙ୍କ ସହ ଏମିତି ହେଉଛି, ତେବେ ଏହାର ସମାଧାନ କରନିଅନ୍ତୁ। ଏହି ଉପାୟ ଆପଣଙ୍କ ଟଙ୍କାର ଅଭାବକୁ ଦୂର କରିବ। ମାତା ଲକ୍ଷ୍ମୀଙ୍କ…

ମୁମ୍ବାଇର ଫାଇଭ୍‌ ଷ୍ଟାର ହୋଟେଲକୁ ବୋମା ଧମକ, ଫୋନରେ ୫ କୋଟି ଟଙ୍କା ମାଗିଲା ଦୁର୍ବୃତ୍ତ

କେନ୍ୟୁଜ୍(ବ୍ୟୁରୋ): ମୁମ୍ବାଇରେ ପୁଣି ବୋମା ଧମକ । ଏକ ଫାଇଭ୍‌ ଷ୍ଟାର ହୋଟେଲକୁ ବୋମା ଧମକ । ହୋଟେଲରେ ୪ଟି ବୋମା ରଖାଯାଇଥିବା ନେଇ ଅଜଣା କଲ ଆସିଛି । ବ୍ୟକ୍ତି ଜଣକ ବୋମା ନିଷ୍କ୍ରିୟ କରିବାକୁ ୫ କୋଟି ଟଙ୍କା ଡିମାଣ୍ଡ କରିଛନ୍ତି । ଏନେଇ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଛି ମୁମ୍ବାଇ…

ବୁଲେଟ ଟ୍ରେନକୁ ନେଇ ସ୍ୱପ୍ନ ହେବ ସାକାର, କେନ୍ଦ୍ର ରେଳମନ୍ତ୍ରୀ ଭିଡ଼ିଓ ମାଧ୍ୟମରେ ଦେଲେ ସୂଚନା

ଭାରତରେ ଚାଲିବ ବୁଲେଟ ଟ୍ରେନ। ଏବେ ମୁମ୍ବାଇ ଅହମ୍ମଦାବାଦର ବୁଲେଟ ଟ୍ରେନ ପ୍ରୋଜେକ୍ଟ କୁ ନେଇ ଆସିଲା ବଡ଼ ଅପଡେଟ। ଏହାକୁ ନେଇ ସୂଚନା ଦେଇଛନ୍ତି କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ। ବୁଲେଟ ଟ୍ରେନ ପରି ଯୋଜନାକୁ ନେଇ ଏବେ ଦିନରାତି କାମ ଚାଲିଛି। ଏହା ମଧ୍ୟରେ ୧ କିଲୋମିଟରର Continuos…

ଦେଶରେ ଲଞ୍ଚ ହେଲା ଇଲେକଟ୍ରିକ ଡବଲ ଡେକର ବସ୍‌, ଯାହାର ଲୁକ ରହିଛି ଜବରଦସ୍ତ

ରୋଡରେ ରାଜ କରିବା ପାଇଁ ଆସିଲା ଭାରତର ପ୍ରଥମ ଇଲେକଟ୍ରିକ ଏସି ଡବଲ ଡେକର ବସ୍‌, ଏହାର ଡିଜାଇନ ତଥା ଲୁକ ସମସ୍ତଙ୍କୁ ପସନ୍ଦ ଆସିଥିବାର ଜଣାପଡ଼ିଛି। ସାଧାରଣ ଭାବେ ଆମେ ଏପରି ବସ୍‌ କୁ ଆଉଟ ଅଫ କଣ୍ଟି୍ର ରେ ଦେଖିବାକୁ ପାଇଥାଉ । କିନ୍ତୁ ଏବେ ଭାରତରେ ମଧ୍ୟ ଏହି ବସ୍‌ ଗଡ଼ିବ। ଦେଶରେ ଲଞ୍ଚ…

ମୁମ୍ବାଇ: ଚାହୁଁ ଚାହୁଁ ଭୁଶୁଡ଼ି ପଡ଼ିଲା ୪ ମହଲା ବିଲ୍ଡିଂ, କିଛି ଲୋକ ଦବି ରହିଥିବା ଆଶଙ୍କା

ମହାନଗର ମୁମ୍ବାଇରେ ଏକ ୪ ମହଲା ବିଲ୍ଡିଂ ଭୁଶୁଡ଼ି ପଡ଼ିଥିବା ଖବର ରହିଛି। ବିଲ୍ଡିଂ ଭଗ୍ନାବଶେଷ ମଧ୍ୟରେ କିଛି ଲୋକ ଦବି ରହିଥିବା ଆଶଙ୍କା କରାଯାଉଛି। ସୂଚନା ମୁତାବକ, ବୋରିଭାଲି େଓ୍ଵଷ୍ଟ୍‍ ଅଞ୍ଚଳର ସାଇବାବା ନଗରରେ ଶୁକ୍ରବାର ଏହି ପୁରୁଣା ବିଲ୍ଡିଂଟି ଭୁଶୁଡ଼ି ପଡ଼ିଥିଲା। ଜରାଜୀର୍ଣ୍ଣ…

ଭୁଲରେ ବି ଅଜଣା ଲୋକଙ୍କୁ ଦିଅନ୍ତୁ ନାହିଁ ଲିଫ୍ଟ, ଧରାପଡ଼ିଲେ ଭୋଗିବେ ବଡ଼ ଜରିମାନା

ଗାଡ଼ି ଚାଳକ ସାବଧାନ। ରାସ୍ତାରେ ଯିବା ସମୟରେ ଯଦି ଭୁଲରେ ବି କାହାକୁ ଲିଫ୍ଟ ଦେଉଛନ୍ତି ତେବେ ସିଧା ଯିବେ ଜେଲ। ଆଜ୍ଞା ହଁ , ଏକଥା ଆମେ କହୁନାହୁଁ ବରଂ ମୋଟର ହ୍ଵିକିଲ ଆକ୍ଟ କହୁଛି। ମୋଟର ହ୍ଵିକିଲ ଆକ୍ଟ ୬୬/୧୯୨ ଅନ୍ତର୍ଗତ ଆପଣ ଯଦି ନିଜ ଗାଡ଼ିରେ କୌଣସି ଅଜଣା ଲୋକଙ୍କୁ ବସାଉଛନ୍ତି ତେବେ…

ଓଲଟି ପଡ଼ିଲା ୧୨ ହଜାର ଲିଟର ଖାଇବା ତେଲ ବୋଝେଇ ଟ୍ୟାଙ୍କର; ଡବା ଓ ବାସନରେ ବୋହି ନେଇଗଲେ ଲୋକେ

ମହାରାଷ୍ଟ୍ରରେ ବ୍ୟସ୍ତବହୁଳ ମୁମ୍ବାଇ-ଅହମ୍ମଦାବାଦ ରାଜପଥରେ ଶନିବାର ଏକ ଖାଦ୍ୟ ତୈଳ ବୋଝେଇ ଟ୍ୟାଙ୍କର ଓଲଟି ପଡ଼ିଥିଲା, ଯଦ୍ଦ୍ଵାରା ରାସ୍ତାରେ ପାଖାପାଖି ୩ ଘଣ୍ଟା କାଳ ଯାତାୟାତ ହୋଇପାରି ନ ଥିଲା। ଶନିବାର ଘଟିଥିବା ଏହି ଦୁର୍ଘଟଣା ବିଷୟରେ ପୋଲିସ ରବିବାର ସୂଚନା ଦେଇଛି। ପୋଲିସ କହିଛି ଯେ…

ଉଡ଼ାଣ ଭରୁ ଭରୁ ମଝି ଆକାଶରେ ବନ୍ଦ ହୋଇଗଲା ବିମାନ ଇଞ୍ଜିନ୍‌, ଏୟାର ଇଣ୍ଡିଆର ଏମରଜେନ୍ସି ଲ୍ୟାଣ୍ଡିଂ କଲେ ପାଇଲଟ୍‌

ମୁମ୍ବାଇ: ଯାନ୍ତ୍ରିକ ତ୍ରୁଟି ଯୋଗୁ ଜରୁରୀକାଳୀନ ଅବତରଣ କଲା ଏୟାର ଇଣ୍ଡିଆର ବିମାନ। ଟାଟା ଗ୍ରୁପ୍‌ ଦ୍ୱାରା ପରିଚାଳିତ ଏୟାର ଇଣ୍ଡିଆର A320neo ବିମାନ ଉଡ଼ାଣ ଭରିବାର ମାତ୍ର ୨୭ ମିନିଟ୍‌ ପରେ ଯାନ୍ତ୍ରିକ ତ୍ରୁଟି ଯୋଗୁ ମୁମ୍ବାଇ ଏୟାରପୋର୍ଟକୁ ଫେରି ଆସିଛି। ଏ ନେଇ ବିମାନ ବନ୍ଦର ଅଧିକାରୀ…

ଖାଲି ସ୍ତ୍ରୀ ନୁହେଁ, ସ୍ୱାମୀ ବି ମାଗିପାରିବେ ଭରଣ ପୋଷଣ; ଜାଣନ୍ତୁ କ’ଣ କହେ ଆମ ଆଇନ୍‌

ବମ୍ବେ: ବିବାହ ବିଚ୍ଛେଦ ପରେ ସବୁବେଳେ ସ୍ୱାମୀ ହିଁ ସ୍ତ୍ରୀକୁ ଭରଣପୋଷଣ ପାଇଁ ଅର୍ଥ ଦେଇଥାଏ ନଚେତ୍‌ ତା’ ଦାୟିତ୍ୱ ନେଇଥାଏ। କିନ୍ତୁ ଆଇନ୍‌ରେ ସ୍ୱାମୀଙ୍କୁ ମଧ୍ୟ ଏହି ଅଧିକାର ଦିଆଯାଇଛି। ଯାହା ବିଷୟରେ ଅଧିକାଂଶ ଲୋକ ଜାଣନ୍ତି ନାହିଁ। ଭାରତୀୟ ଅଦାଲତ ଏବେ ଲୋକଙ୍କ ଅବସ୍ଥାକୁ ଦେଖି…

ସାତବର୍ଷ ମଧ୍ୟରେ ରେକର୍ଡ ସଂଖ୍ୟକ ସଫଳତା…

ଫେବୃଆରୀ ୨୦ରେ ଅନୁଷ୍ଠିତ ହୋଇଯାଇଛି ବାର୍ଷିକ ମୁମ୍ବାଇ ବାର୍ଡ ରେସ । ଏଥିରେ ମୁମ୍ବାଇ ମହାନଗର ନିଗମ ଓ ଏହାର ଆଖପାଖ ଅଞ୍ଚଳରେ ସାତବର୍ଷ ମଧ୍ୟରେ ରେକର୍ଡ ସଂଖ୍ୟକ ସଫଳତା ମିଳିଛି । ଏହି ବର୍ଡ ରେସରେ ସର୍ବାଧିକ ପ୍ରଜାତିର ପକ୍ଷୀ ଦେଖାଯାଇଛି । ପ୍ରାୟ ୩୫୦ପକ୍ଷୀଙ୍କ ଭିତରେ ୨୫୦ ବିଭିନ୍ନ…

ପୁଣି ଏକ ରୟାଲ ଫ୍ଲାଟ୍‌ କିଣିଲେ ଖିଲାଡ଼ି ଅକ୍ଷୟ କୁମାର! ଦାମ୍‌ ଏତେ ଯେ ୧୦୦୦ଟି ଦାମୀ କାର୍‌ ହୋଇଯିବ

ବଲିଉଡ୍‌ ଖିଲାଡ଼ି ଅକ୍ଷୟ କୁମାର ଇଣ୍ଡଷ୍ଟ୍ରୀର ସବୁଠୁ ବ୍ୟସ୍ତ ଅଭିନେତାଙ୍କ ମଧ୍ୟରୁ ଜଣେ। ସେ ନିଜ ଫିଲ୍ମ ଓ ଅଭିନୟ ମାଧ୍ୟମରେ ସବୁବେଳେ ଲୋକଙ୍କୁ ଏଣ୍ଟରଟେନ୍‌ କରିଥାନ୍ତି। ଆକ୍ସନ୍‌ ଷ୍ଟାର ଅକ୍ଷୟ କୁମାରଙ୍କ ଆକ୍ସନ୍‌ ସିନ୍‌ ଦେଖିବାକୁ ଏବେ ବି ଲୋକମାନେ ଚାହିଁ ରହିଛନ୍ତି। ଇଣ୍ଡଷ୍ଟ୍ରୀର…