Browsing Tag

Mundali

Mundali Flood: ଆଜି ସନ୍ଧ୍ୟାରେ ମୁଣ୍ଡଳିରେ ୬.୫ ଲକ୍ଷ କ୍ୟୁସେକ୍ ପାଣି, ବନ୍ୟା ଆଶଙ୍କା ନାହିଁ

ଭୁବନେଶ୍ବର: ଆଜି ସନ୍ଧ୍ୟାରେ ମୁଣ୍ତଳିରେ ସାଢ଼େ ୬ ଲକ୍ଷ କ୍ୟୁସେକ ପାଣି ପ୍ରବାହିତ ହେବ । ଏହାଦ୍ବାରା ତଳି ଅଞ୍ଚଳରେ ନଦୀ ଫୁଲିବ । ହେଲେ ବନ୍ୟା ଆଶଙ୍କା ନାହିଁ । ଏହା କହିଛନ୍ତି ଜଳ ସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ଦିଲୀପ କୁମାର ରାଉତ । ସମ୍ବଲପୁର ଜିଲ୍ଲା ବାମରାରେ ସର୍ବାଧିକ ୪୯…

NDRF teams: ଲୋକଙ୍କୁ ସୁରକ୍ଷିତ ଉଦ୍ଧାର ପାଇଁ ବାହାରିଲେ ୪ଟି NDRF ଟିମ୍, ୩ ଜିଲ୍ଲାରେ ହେବେ ନିୟୋଜିତ

ଭୁବନେଶ୍ୱର : ବନ୍ୟାରେ ଉଦ୍ଧାର ପାଇଁ ବାହାରିଲେ ୪ଟି NDRF ଟିମ୍ । ମୟୂରଭଞ୍ଜ, ବାଲେଶ୍ୱର ଏବଂ ଭଦ୍ରକ ଜିଲ୍ଲାରେ ଚାରୋଟି ଉଦ୍ଧାରକାରୀ ଦଳ ନିୟୋଜିତ ହେବେ । ବନ୍ୟା ଉଦ୍ଧାର ଓ ସହାୟତା କାର୍ଯ୍ୟ ପାଇଁ ମୁଣ୍ଡଳୀ ସ୍ଥିତ ୩ୟ ବାଟାଲିୟନ NDRFର ମୋଟ ୪ଟି ଟିମ୍ କୁ ଓଡ଼ିଶାର ମୟୂରଭଞ୍ଜ, ବାଲେଶ୍ୱର…

Hirakud flood : ସନ୍ଧ୍ୟା ସୁଦ୍ଧା ଖୋଲିବ ହୀରାକୁଦର ୨୨ ଗେଟ୍, ମୁଣ୍ଡଳିରୁ ୭ ଲକ୍ଷ ୫୦ ହଜାର କ୍ୟୁସେକ ପାଣି…

ଭୁବନେଶ୍ୱର : ହୀରାକୁଦର ଏବେ ୧୪ଟି ଗେଟ ଖୋଲା ଅଛି । ସନ୍ଧ୍ୟା ମଧ୍ୟରେ ୨୨ ଗେଟ୍ ଖୋଲାଯିବ ବୋଲି କହିଛନ୍ତି ଜଳସମ୍ପଦ ସର୍ବେଚ୍ଚ ଯନ୍ତ୍ରୀ । ମହାନଦୀରେ ସୃଷ୍ଟି ହୋଇଛି ମଧ୍ୟମ ଧାରଣର ବନ୍ୟା । ଆଜି ଦିନ ୧୨ ଟା ସୁଦ୍ଧା ମୁଣ୍ଡୁଳୀରେ ୮ ଲକ୍ଷ୍ୟ ୬୫ ହଜାର କ୍ୟୁସେକ ପାଣି ପ୍ରବାହିତ ହେଉଛି ।…

ଆସନ୍ତାକାଲି ମୁଣ୍ଡଳୀରେ ପହଞ୍ଚିବ ବନ୍ୟାଜଳ, ମହାନଦୀକୁ ଓହ୍ଲାଇବା ଓ ସେଲ୍ ଫି କୁ କଟକଣା

କଟକ : ଆସନ୍ତାକାଲି ମୁଣ୍ଡଳୀରେ ପହଞ୍ଚିବ ବନ୍ୟାଜଳ । ହୀରାକୁଦ ଗେଟ୍ ଖୋଲିବା ପରେ ସକାଳରୁ ମଧ୍ୟାହ୍ନ ସମୟ ଭିତରେ ବନ୍ୟା ଜଳ ପହଞ୍ଚିବ । ଆଜି ସକାଳ ୧୦ଟା ସୁଦ୍ଧା ମୁଣ୍ଡଳୀରେ ୨ଲକ୍ଷ ୩୨ହଜାର ୩୮୪ କ୍ୟୁସେକ୍ ଜଳ ପ୍ରବାହିତ ହେଉଛି । ଅଫ ଷ୍ଟ୍ରିମ ୮୨.୧୦ ଥିବାବେଳେ ଡାଉନ ଷ୍ଟ୍ରିମ ୭୯. ୮୦…

ମୁଣ୍ଡଳିରେ ପହଞ୍ଚିଲା ହୀରାକୁଦ ପାଣି, ସକାଳ ୭ଟା ସୁଦ୍ଧା ୫ ଲକ୍ଷ ୩୦ ହଜାର ୬୨୯ କ୍ୟୁସେକ୍ ଜଳ ପ୍ରବାହିତ

କଟକ : ମୁଣ୍ଡଳିରେ ପହଞ୍ଚିଲା ହୀରାକୁଦ ପାଣି । ସକାଳ ୭ ଟା ସୁଦ୍ଧା ମୁଣ୍ଡଳୀ ଦେଇ ୫ ଲକ୍ଷ ୩୦ ହଜାର ୬୩୮ ହଜାର କ୍ୟୁସେକ ବନ୍ୟାଜଳ ପ୍ରବାହିତ ହେଉଛି । ଧିରେ ଧିରେ ଜଳସ୍ତର ବୃଦ୍ଧି ହେବାରେ ମଧ୍ଯ ଲାଗିଛି । ମୁଣ୍ଡଳୀ ମହାନଦୀ ଉପର ମୁଣ୍ଡରେ ୮୮.୨୦ ଫୁଟ୍ ଏବଂ ତଳ ମୁଣ୍ଡରେ ୮୫.୭୦ ଫୁଟ ଜଳସ୍ତର…

ଫୁଲୁଛି ମହାନଦୀ, ଆଜି ସନ୍ଧ୍ୟାରେ ମୁଣ୍ଡଳୀରେ ପହଞ୍ଚିବ ବନ୍ୟା ଜଳ

ବାରଙ୍ଗ : ଫୁଲୁଛି ମହାନଦୀ, ମହାନଦୀରେ ବନ୍ୟା ଆଶଙ୍କା । ଫଳରେ ମହାନଦୀରେ ଛୋଟ ଧରଣର ବନ୍ୟା ଆସିବ । ସନ୍ଧ୍ୟାରେ ମୁଣ୍ଡଳୀରେ ପହଞ୍ଚିବ ବନ୍ୟା ଜଳ । ମୁଣ୍ଡଳୀରେ ସକାଳ ୭ଟା ସୁଦ୍ଧା ୫ ଲକ୍ଷ ୯୬ ହଜାର ୯୫୦ କ୍ୟୁସେକ ବନ୍ୟା ଜଳ ପ୍ରବାହିତ ହେଉଛି । ଜଳକା, ବୈତରଣୀ, ସୁବର୍ଣ୍ଣରେଖା ଓ…

ମୁଣ୍ଡଳିରେ ପହଞ୍ଚିଛି ପ୍ରଥମ ବନ୍ୟାଜଳ, ୧ ଲକ୍ଷ ୬୦ ହଜାର ୯୨୮ କ୍ୟୁସେକ୍ ଜଳ ପ୍ରବାହିତ

କଟକ : କଟକ ମୁଣ୍ଡଳିରେ ପହଞ୍ଚିଛି ପ୍ରଥମ ବନ୍ୟାଜଳ ।  ହୀରାକୁଦ ଜଳଭଣ୍ଡାରରୁ ନିଷ୍କାସିତ ବନ୍ୟାଜଳ ରାତି ୧ଟାରୁ ୨ଟା ଭିତରେ ପହଞ୍ଚିଛି ।  ସଜାଗ ରହିଛନ୍ତି ମୁଣ୍ଡଳି ଓ ନରାଜ ବ୍ୟାରେଜ୍ ସ୍ଥିତ ବନ୍ୟାଜଳ ନିୟନ୍ତ୍ରଣ କକ୍ଷ । ସକାଳ ୬ଟା ସୁଦ୍ଧା ୧ ଲକ୍ଷ ୬୦ ହଜାର ୯୨୮ କ୍ୟୁସେକ୍ ଜଳ ପ୍ରବାହିତ…

ମୁଣ୍ଡୁଳିରେ ପହଞ୍ଚିଲା ହୀରାକୁଦ ବନ୍ୟାଜଳ, ପ୍ରବାହିତ ହେଉଛି ୧୦ ଲକ୍ଷ ୫୦ ହଜାର କ୍ୟୁସେକ୍‌ ଜଳ

କେନ୍ଯୁଜ୍: ମହାନଦୀରେ ବଡ଼ଧରଣର ବନ୍ୟା ସମ୍ଭାବନା । ମୁଣ୍ଡୁଳିରେ ପହଞ୍ଚିଲା ହୀରାକୁଦ ବନ୍ୟାଜଳ । ୧୦ ଲକ୍ଷ କ୍ୟୁସେକ ମୁହାଁ ମୁଣ୍ଡୁଳି । ହୀରାକୁଦ ଜଳଭଣ୍ଡାରରୁ ୪୬ଟି ଗେଟ୍‌ ଦେଇ ନିଷ୍କାସିତ ହେଉଥିବା ବନ୍ୟା ଜଳ ମୁଣ୍ଡୁଳିରେ ପହଞ୍ଚିଛି । ବର୍ତ୍ତମାନ ମୁଣ୍ଡୁଳିରେ ୯ଲକ୍ଷ ୭୯ହଜାର ୮୧୫…