ପୁରୀ ଓ ସମ୍ବଲପୁର ମେୟର ପଦ ପାଇଁ ବଡ଼ ଘୋଷଣା! କାହାକୁ ମିଳିବ ସୁଯୋଗ?
ଭୁବନେଶ୍ବର: ପୌର ନିର୍ବାଚନ ପାଇଁ ବାଟ ଖୋଲୁଛି । ୩୫ ପୌରାଧ୍ୟକ୍ଷ ପଦ ପାଇଁ ସଂରକ୍ଷଣ ତାଲିକା ଚିଠା ବିଜ୍ଞପ୍ତି । ସରକାର ନୂଆ କରି ଘୋଷଣା ହୋଇଥିବା ପୌରାଞ୍ଚଳ ଓ ଦୀର୍ଘଦିନ ଧରି ନିର୍ବାଚନ ବନ୍ଦ ରହିଥିବା ମହାନଗର ନିଗମ ପାଇଁ ଚିଠା ସଂରକ୍ଷଣ ବିଜ୍ଞପ୍ତି ଜାରି କରିଛନ୍ତି । ରାଜ୍ୟର…