Browsing Tag

municipal election

କିଏ ମାରିବ ଦିଲ୍ଲୀ ମ୍ୟୁନିସିପାଲ କର୍ପୋରେସନ୍‌ ବାଜି ? ଆମ ଆଦମୀ ପାର୍ଟି, ବିଜେପି ନା କଂଗ୍ରେସ, ଚାଲିଛି ଗଣତି

ନୂଆଦିଲ୍ଲୀ: କିଏ ମାରିବ ଦିଲ୍ଲୀ ମ୍ୟୁନିସିପାଲ କର୍ପୋରେସନ୍‌ ବାଜି ? ଆମ ଆଦମୀ ପାର୍ଟି, ବିଜେପି ନା କଂଗ୍ରେସ । ବିଜେପିର ଦବଦବା ରହିବ ନା ଝାଡୁ ଚାଲିବ ? ସକାଳ ୮ଟାରୁ ଆରମ୍ଭ ହୋଇଛି ଭୋଟ୍‌ ଗଣତି । ୪୨ଟି ଗଣନା କେନ୍ଦ୍ରରେ ଚାଲିଛି ଗଣତି। ନିୟୋଜିତ ଅଛନ୍ତି ୧୦ ହଜାର ଅଧିକାରୀ ।…

ଆଜି ଆସିବ ଧାମନଗର NACର ରେଜଲ୍‌ଟ; ୬ଟି ବୁଥ୍ ରେ ଭୋଟ ଗଣତି, ଲାଗିଛି ୧୪୪ ଧାରା

ଭଦ୍ରକ (କେନ୍ୟୁଜ): କିଏ ଦଖଲ କରିବ ଧାମନଗର NAC। ଆଜି । ଆସିବ ରେଜଲ୍‌ଟ। ୪ଟି ୱାର୍ଡର ୬ଟି ବୁଥ୍‌ରେ ପୁନଃମତଦାନ ପରେ ସକାଳ ୮ଟାରୁ ଆରମ୍ଭ ହୋଇଛି ଗଣତି। କାଉଣ୍ଟିଂ ପାଇଁ ଧାମନଗର ବ୍ଲକ ଛକ ସ୍ଥିତ କଲ୍ୟାଣ ମଣ୍ଡପରେ ସୁରକ୍ଷ ବ୍ୟବସ୍ଥାକୁ କଡାକଡି କରାଯାଇଛି। କୌଣସି ଅପ୍ରିତୀକର ପରିସ୍ଥିତି…

ବିଜେଡ଼ିକୁ ବିପୁଳ ଜନସମର୍ଥନ ମିଳିଛି , ଆସନ୍ତୁ ସମସ୍ତେ ସାମିଲ ହୋଇ ଲୋକଙ୍କ ଉନ୍ନତି ପାଇଁ ଆଗକୁ ବଢିବା: ନବୀନ

ଭୁବନେଶ୍ୱର (କେନ୍ୟୁଜ): ପୌର ନିର୍ବାଚନରେ ବିଜେଡ଼ିକୁ ବିପୁଳ ଜନସମର୍ଥନ ମିଳିଛି । ରାଜ୍ୟର ୯୦ ପ୍ରତିଶତରୁ ଅଧିକ ପୌରାଞ୍ଚଳରେ ବିଜେଡି ସଂଖ୍ୟାଗରିଷ୍ଠତା ହାସଲ କରିଛି । ୧୦୮ଟି ପୌରାଞ୍ଚଳରୁ ୭୬ଟି ପୌରାଞ୍ଚଳରେ ବିଜେଡି ପ୍ରାର୍ଥୀ ବିଜୟୀ ହୋଇଛନ୍ତି । ବିପୁଳ ପରିମାଣରେ ବିଜୟ ନେଇ…

ମହାନଗର ନିଗମ ନିର୍ବାଚନରେ ବିଜୟବାନା ଉଡ଼ାଇଲା ବିଜେଡି, ତିନି ମେୟର ପଦ ଦଳ ହାତରେ

ଭୁବନେଶ୍ୱର(କେ ନ୍ୟୁଜ): ମହାନଗର ନିଗମ ନିର୍ବାଚନରେ ବିଜେଡି ଉଡ଼ାଇଲା ବିଜୟବାନା । ୩ଟି ମେୟର ପଦ ଅକ୍ତିଆର କଲା ବିଜୁ ଜନତା ଦଳ । ଏଥର ରାଜଧାନୀ ଭୁବନେଶ୍ୱର ପାଇଲା ପ୍ରଥମ ମହିଳା ମେୟର । ନିଜ ନିକଟତମ ପ୍ରତିଦ୍ବନ୍ଦୀ ଶୂନୀତି ବିଜୟୀ ହୋଇଛନ୍ତି ଶ୍ରୀମତୀ ସୁଲୋଚନା ଦାସ । ସେପଟେ ବ୍ରହ୍ମପୁରରେ…

ଲାଗୁ ହେଲା କଟକଣା, ବିନା ଅନୁମତିରେ ବିଜୟ ଉତ୍ସବ ପାଳିଲେ କାର୍ଯ୍ୟାନୁଷ୍ଠାନ: ଡିସିପି ଉମାଶଙ୍କର ଦାସ

ଭୁବନେଶ୍ବର(କେନ୍ୟୁଜ୍): ପୌର ନିର୍ବାଚନ ପାଇଁ ଭୋଟ ଗଣତି ଜାରି । କିଛି ପ୍ରାର୍ଥୀ ନିର୍ବାଚନରେ ବିଜୟୀ ହୋଇସାରିଛନ୍ତି। କିନ୍ତୁ ନିର୍ବାଚନ ଜିିତିଥିଲେ ବି ନିଜ ଇଚ୍ଛା ହିସାବରେ ବିଜୟ ଉତ୍ସବ ପାଳନ କରିପାରିବେ ନାହିଁ। ଏଥି ପାଇଁ ଲାଗୁ ହୋଇଛି କଟକଣା । ବିନା ଅନୁମତିରେ ବିଜୟ ଉତ୍ସବ…

ପୌର ନିର୍ବାଚନ-୨୦୨୨ ଫଳାଫଳ : Live Updates | ବାଜି ମାରିଲା ବିଜେଡି

ଭୁବନେଶ୍ବର(କେନ୍ୟୁଜ୍): ଆଜି ଆସିବ ସହରାଞ୍ଚଳ ନିର୍ବାଚନ ରେଜଲ୍ଟ । ଆରମ୍ଭ ହୋଇଛି ଭୋଟ ଗଣତି । ରାଜ୍ୟର ୫୮ଟି ବିଜ୍ଞାପିତ ଅଞ୍ଚଳ, ୪୭ ପୌର ପରିଷଦ ଓ ୩ଟି ମହାନଗର ନିଗମରେ ଭୋଟ ଗଣତି ଆରମ୍ଭ ହୋଇଛି। ପ୍ରତି ବିଜ୍ଞାପିତ ପରିଷଦର ଗଣତି କେନ୍ଦ୍ରରେ ୨ଟି ଟେବୁଲ, ପୌର ପରିଷଦରେ ୫ଟି ଟେବୁଲ ଏବଂ…

ଆଜି ଆସିବ ସହରାଞ୍ଚଳ ନିର୍ବାଚନ ରେଜଲ୍ଟ: ସକାଳ ୮ଟାରୁ କାଉଣ୍ଟିଂ ଆରମ୍ଭ

ଭୁବନେଶ୍ୱର(କେନ୍ୟୁଜ୍): ଆଜି ଖୋଲିବ ଇଭିଏମ୍‌ ପେଡି । ଆସିବ ସହରାଞ୍ଚଳ ନିର୍ବାଚନ ରେଜଲ୍ଟ । ସକାଳ ୮ଟାରୁ ଆରମ୍ଭ ହେବ କାଉଣ୍ଟିଂ । ରାଜ୍ୟର ୫୮ଟି ବିଜ୍ଞାପିତ ଅଞ୍ଚଳ, ୪୭ ପୌର ପରିଷଦ ଓ ୩ଟି ମହାନଗର ନିଗମ ନିର୍ବାଚନର ଭୋଟ ଗଣତି ହେବ । ପ୍ରତି ବିଜ୍ଞାପିତ ପରିଷଦର ଗଣତି କେନ୍ଦ୍ରରେ ୨ଟି…

ନବୀନ ନିବାସରୁ ଚାଲି ଚାଲି ଆସି ଭୋଟ୍‌ ଦେଲେ ମୁଖ୍ୟମନ୍ତ୍ରୀ, ବିଭିନ୍ନ ସ୍ଥାନରେ ମତ ଦେଉଛନ୍ତି ହେବିୱେଟ୍‌

ଭୁବନେଶ୍ବର(କେନ୍ୟୁଜ୍): ଭୋଟ୍‌ ଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। BMCର ୫୩ନଂ ଓ୍ଵାର୍ଡରେ ନିଜ ମତ ସାବ୍ୟସ୍ତ କରିଛନ୍ତି ନବୀନ ପଟ୍ଟନାୟକ। ନବୀନ ନିବାସରୁ ଚାଲି ଚାଲି ଆସି ପଳାସପଲ୍ଲୀ ସ୍କୁଲରେ ହୋଇଥିବା ୫୪୪ ନମ୍ବର ବୁଥ୍‌ରେ ଭୋଟ୍‌ ଦେଇଛନ୍ତି ନବୀନ। । ସୁରକ୍ଷା ବ୍ୟବସ୍ଥା କଡାକଡି…

ସହର ଦେଉଛି ଭୋଟ: ରାଜ୍ୟର ୪୭ଟି ପୌର ପରିଷଦ, ୫୯ଟି ବିଜ୍ଞାପିତ ଅଞ୍ଚଳ ପରିଷଦ ଓ ୩ଟି ମହାନଗର ନିଗମରେ ଚାଲିଛି ମତଦାନ

କେନ୍ୟୁଜ୍: ଆରମ୍ଭ ହୋଇଯାଇଛି ପୌର ଭୋଟ୍‌ । ସହର ବାଛୁଛି ନେତା। ସଂଧ୍ୟା ୫ଟା ଯାଏ ଚାଲିବ ମତଦାନ । ରାଜ୍ୟର ୪୭ଟି ପୌର ପରିଷଦ, ୫୯ଟି ବିଜ୍ଞାପିତ ଅଞ୍ଚଳ ପରିଷଦ ଓ ୩ଟି ମହାନଗର ନିଗମରେ ହେଉଛି ଭୋଟଗ୍ରହଣ । ଭୁବନେଶ୍ୱର ମହାନଗର ନିର୍ବାଚନ ପାଇଁ ୬୭ଟି ୱାର୍ଡରେ ଥିବା ୭ଲକ୍ଷ ୨୫ହଜାରରୁ…

ରାତି ପାହିଲେ ଭୋଟ୍‌: ରାଜ୍ୟର ୪୭ଟି ପୌର ପରିଷଦ, ୫୯ଟି ବିଜ୍ଞାପିତ ଅଞ୍ଚଳ ପରିଷଦ ଓ ୩ଟି ମହାନଗର ନିଗମରେ ହେବ…

ଭୁବନେଶ୍ୱର(କେନ୍ୟୁଜ): ସରିଛି ପୌର ନିର୍ବାଚନ ପ୍ରଚାର । ରାତି ପାହିଲେ ଭୋଟ୍‌ । ରାଜ୍ୟର ୪୭ଟି ପୌର ପରିଷଦ, ୫୯ଟି ବିଜ୍ଞାପିତ ଅଞ୍ଚଳ ପରିଷଦ ଓ ୩ଟି ମହାନଗର ନିଗମରେ ହେବ ନିର୍ବାଚନ । ଏଥିପାଇଁ ରାଜ୍ୟ ନିର୍ବାଚନ କମିଶନଙ୍କ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି । ଅବାଧ, ନିରପେକ୍ଷ ଓ…

ପ୍ରଚାରର ଶେଷ ଦିନରେ କମ୍ପିଲା ରାଜଧାନୀ ; ଡୋର୍ ଟୁ ଡୋର୍ ବୁଲି ଭୋଟ ମାଗିଲେ ପ୍ରାର୍ଥୀ

ଭୁବନେଶ୍ୱର (କେନ୍ୟୁଜ): ଆଜି ପ୍ରଚାରର ଶେଷ ଦିନରେ ଦୁଲୁକିଥିଲା ରାଜଧାନୀ । ଦିନ ତମାମ ଲାଗିଥିଲା ରୋଡ ସୋ, ବାଇକ ରାଲି ଏବଂ ପଦଯାତ୍ରା । ଭୋଟରଙ୍କ ପାଖରେ ପହଞ୍ଚିବା ପାଇଁ ସବୁ ଦଳ କରିଥିଲେ କସରତ । ଭୋଟର ହିଁ ଆସନ୍ତା ୨୪ ତାରିଖରେ କରିବେ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ । ଭୁବନେଶ୍ୱରରେ…

ସକାଳ ୮ଟାରୁ ସନ୍ଧ୍ୟା ୫ଟା ଯାଏ ୩ଟି ମହାନଗର ନିଗମରେ ହେବ ମତଦାନ: ୨୨ ହଜାର ପୋଲିଂ କର୍ମଚାରୀ ହେବେ ନିୟୋଜିତ 

କେନ୍ୟୁଜ୍(ବ୍ୟୁରୋ): ୨୪ ତାରିଖରେ ରାଜ୍ୟର ୩ଟି ମହାନଗର ନିଗମ, ୪୭ଟି ମୁନିସିପାଲଟି ଓ ୫୯ଟି NAC ରେ ମତଦାନ ହେବ । ସକାଳ ୮ଟାରୁ ସନ୍ଧ୍ୟା ୫ଟା ଯାଏ ଚାଲିବ ଭୋଟ୍‌ ଗ୍ରହଣ । ପୌର ନିର୍ବାଚନ ପାଇଁ ସମସ୍ତ ପ୍ରକାର ପ୍ରସ୍ତୁତି କରିଛନ୍ତି ରାଜ୍ୟ ନିର୍ବାଚନ କମିଶନ । ୨୨ ହଜାର ପୋଲିଂ କର୍ମଚାରୀ…