Browsing Tag

munmun dhamecha

ଆର୍ଯ୍ୟନ୍‌ଙ୍କ ପରେ ଆଜି ଜେଲ୍‌ରୁ ମୁକୁଳିଲେ ମୁନ୍‌ମୁନ୍‌ ଧମେଚା ଓ ଅରବାଜ ମର୍ଚ୍ଚାଣ୍ଟ, ବଣ୍ଡ୍‌ ଦାଖଲରେ ବିଳମ୍ବ ଯୋଗୁ…

ସୁପରଷ୍ଟାର ଶାହାରୁଖ ଖାନ୍‌ଙ୍କ ପୁଅ ଆର୍ଯ୍ୟନ୍‌ଙ୍କ ପରେ ଆଜି ଜେଲରୁ ମୁକୁଳିଛନ୍ତି ମୁନ୍‌ମୁନ୍‌ ଧମେଚା ଓ ଅରବାଜ ମର୍ଚ୍ଚାଣ୍ଟ। ଏହି ଦୁଇ ଜଣ ମଧ୍ୟ ମୁମ୍ବାଇ କ୍ରୁଜ ଡ୍ରଗ୍ସ ମାମଲାରେ ଅଭିଯୁକ୍ତ ଥିଲେ। ରବିବାର ଦିନ ମୁନ୍‌ମୁନ୍‌ ଧମେଚା ବାଇକୁଲା ମହିଳା ଜେଲ୍‌ରୁ ଓ ଅରବାଜ ଆର୍ଥର ରୋଡ୍‌…