Browsing Tag

Munneswaram Temple

ବିଦେଶ ବୁଲିବାର ପ୍ଲାନ ରହିଛି କି ? ତେବେ ନିଶ୍ଚିତ ଦର୍ଶନ କରନ୍ତୁ ଏହିସବୁ ଭବ୍ଯ ମନ୍ଦିର

କଳା ଓ ସଂସ୍କୃତିର ଦେଶ ଭାରତକୁ ‘ମନ୍ଦିରର ଦେଶ’ ବୋଲି କୁହାଯାଏ। ଏଠାରେ ଦେବୀଦେବତାଙ୍କ ହଜାର ହଜାର ମନ୍ଦିର ରହିଛି। ଭାରତର ମନ୍ଦିର ପ୍ରାଚୀନ କାଳରୁ ଆରମ୍ଭ କରି ଏପର୍ଯ୍ଯନ୍ତ ଅନେକ ଭକ୍ତଙ୍କୁ ଆକର୍ଷିତ କରିଥାଏ। କେବଳ ଭାରତ ନୁହେଁ ବିଦେଶରେ ମଧ୍ୟ ହିନ୍ଦୁ ଦେବା ଦେବୀଙ୍କ ମନ୍ଦିର ରହିଛି।…