ବୋହୂର ମୃତ୍ୟୁ ଖବର ପାଇ ହୃଦଘାତରେ ପ୍ରାଣ ହାରିଲେ ଶାଶୁ
ବଲାଙ୍ଗିର: କେଇ ମିନିଟ୍ ଭିତରେ ଆଗପଛ ହୋଇ ଚାଲିଗଲେ ଶାଶୁ ବୋହୂ । ଆଗ ବୋହୂ ପ୍ରାଣ ହାରିଥିବା ବେଳେ କିଛି ସମୟ ଭିତରେ ଆଖି ବୁଜିଛନ୍ତି ଶାଶୁ । ବଲାଙ୍ଗିର ସହର ଇନ୍ଦ୍ରାନଗରରେ ଘଟିଛି ଏହି ଅଭାବନୀୟ ଘଟଣା । ଯାହା ଖବର ମିଳିଛି ହଠାତ୍ ଘର ଭିତରେ ବୋହୂର ସନ୍ଦେହଜନକ ଅବସ୍ଥାରେ ମୃତଦେହ…