Browsing Tag

murder attempt

ଅଫିସ ଭିତରେ ଉନ୍ମତ୍ତକାଣ୍ଡ: ନିର୍ବାହୀ ଅଧିକାରୀଙ୍କୁ ନିଆଁ ଲଗାଇ ମାରିଦେବାକୁ ଉଦ୍ୟମ

ଯୋଡ଼ା (କେନ୍ୟୁଜ): ନିର୍ବାହୀ ଅଧିକାରୀଙ୍କୁ ଜିଅନ୍ତା ଜାଳି ହତ୍ୟା ଉଦ୍ୟମ । ବଡ଼ବିଲ ପୌରନିର୍ବାହୀ ଅଧିକାରୀଙ୍କୁ ପେଟ୍ରୋଲ ଢ଼ାଳି ନିଆଁ ଲଗାଇବାକୁ ଉଦ୍ୟମ ଅଭିଯୋଗ । ଅଳ୍ପକେ ବର୍ତ୍ତିଲେ ପୌର ନିର୍ବାହୀ ଅଧିକାରୀ ଅଭିଷେକ ପଣ୍ଡା । ନିଜ ଘରକୁ ରାସ୍ତା ଛାଡ଼ିବାକୁ ବାରମ୍ବାର ଗୁହାରି ପରେ…

ସ୍ତ୍ରୀକୁ ମାଡ଼ ମାରି ଜିଅନ୍ତା ପୋତିଦେଲା ପିଶାଚ ସ୍ୱାମୀ, ସଙ୍କଟାପନ୍ନ ଅବସ୍ଥାରେ ମେଡ଼ିକାଲରେ ଭର୍ତ୍ତି

କାମାକ୍ଷାନଗର(କେନ୍ଯୁଜ୍): ପିଶାଚ ସ୍ୱାମୀର ଉନ୍ମତ୍ତ କାଣ୍ଡ । ସ୍ତ୍ରୀକୁ ମାଡ଼ ମାରି ଲହୁଲୁହାଣ କରିବା ସହ ଜିଅନ୍ତା ପୋତିଦେଲା । ଏ ଭଳି ଲୋମ ଟାଙ୍ଗୁରା ଘଟଣା ଘଟିଛି ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ଶୀତଳବସା ଗାଁରେ । ଗାଁର ରଞ୍ଜନ ସାହୁ ନିଜ ୨୩ ବର୍ଷୀୟା ସ୍ତ୍ରୀ ସୁକାନ୍ତି…

ନୟାଗଡ଼: ବ୍ୟାପାରଟା କଣ ଜଣାପଡ଼ିନି ହେଲେ ଶିକ୍ଷୟିତ୍ରୀଙ୍କୁ ଛୁରା ମାଡ଼ କରିବା ପରେ ନିଜ ବେକ କାଟିଲେ ଯୁବକ, ଉଭୟ ଗୁରୁତର

ନୟାଗଡ଼(କେନ୍ୟୁଜ୍): ଯୁବକଙ୍କ ଉନ୍ମତ୍ତ କାଣ୍ଡ, ଶିକ୍ଷୟିତ୍ରୀଙ୍କ ବେକ କାଟିବା ପରେ ନିଜ ବେକ କାଟି ଆତ୍ମହତ୍ୟା ଉଦ୍ୟମ କରିଛନ୍ତି ଜଣେ ଯୁବକ। ଏଭଳି ଘଟଣା ଘଟିଛି ନୟାଗଡ ଜିଲ୍ଲା ଶରଣକୂଳ ଥାନା ଗୋଡିପଡା ଅଞ୍ଚଳରେ । ଉଭୟଙ୍କୁ ଗୁରୁତର ଅବସ୍ଥାରେ ନୟାଗଡ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।…

ସ୍ୱାମୀ ସାଜିଲା ସୈତାନ, ପୁଅ ଆଶାରେ ଧାରୁଆ ଅସ୍ତ୍ରରେ ଫାଡ଼ିଦେଲା ସ୍ତ୍ରୀର ପେଟ !

ଉତ୍ତର ପ୍ରଦେଶର ବଦାୟୁ ଜିଲାରେ ଏକ ଲୋମଟାଙ୍କୁରା ଘଟଣା ସାମ୍ନାକୁ ଆସିଛି। ଏଠାରେ ଜଣେ ସୈତାନୀ ସ୍ୱାମୀର କଳା କାରନାମା ଜାଣିଲେ ଆପଣ ବି ସ୍ତମ୍ଭୀଭୂତ ହୋଇଯିବେ। ପୁଅ ଆଶାରେ ଜଣେ ସ୍ୱାମୀ ତା' ସ୍ତ୍ରୀର ପେଟକୁ ଏକ ଧାରୁଆ ଅସ୍ତ୍ରରେ ଫାଡ଼ିଦେଇଛି। ଫଳରେ ଗୁରୁତର ଅବସ୍ଥାରେ ମହିଳାଙ୍କୁ ଜିଲା…

ଯାଜପୁର: ଶ୍ୱଶୁର ଘରେ ଜ୍ୱାଇଁକୁ କିରାସିନ ଢାଳି ନିଆଁ ଲଗାଇ ହତ୍ୟା ଉଦ୍ୟମ, ଗୁରୁତର ହୋଇ କଟକ ମେଡିକାଲରେ ଚିକିତ୍ସିତ

ଯାଜପୁର(କେନ୍ୟୁଜ୍):   ଶ୍ୱଶୁର ଘରେ ଜ୍ୱାଇଁକୁ କିରାସିନ ଢାଳି ନିଆଁ ଲଗାଇ ହତ୍ୟା ଉଦ୍ୟମ ଅଭିଯୋଗ । ଗୁରୁତର ଜ୍ୱାଇଁ କଟକ ମେଡିକାଲରେ ଚିକିତ୍ସିତ । ଯାଜପୁର ଜିଲ୍ଲା ଧର୍ମଶାଳା କଣ୍ଟାଗଡିଆ ଗାଁରେ ଏହି ଘଟଣା ଘଟିଛି । ଜାରକା କୁମାରୀ ଗାଁର ନିତ୍ୟାନନ୍ଦ ରଣା ୯ ମାସ ତଳେ କଣ୍ଟାଗଡ଼ିଆ ଗାଁର…

ଅନୁଗୁଳ : ଦିବ୍ୟାଙ୍ଗଙ୍କୁ ମରଣାନ୍ତକ ଆକ୍ରମଣ, ଭୁଜାଲିରେ ଆକ୍ରମଣ କଲା ସମ୍ପର୍କୀୟ ପୁତୁରା

ଅନୁଗୁଳ(କେନ୍ୟୁଜ୍):  ଆଠମଲିକ ଥାନା ମୋଚି ସାହିର ଜଣେ ଦିବ୍ୟାଙ୍ଗଙ୍କୁ ମରଣାନ୍ତକ ଆକ୍ରମଣ । ଭୁଜାଲିରେ ଆକ୍ରମଣ କରିଛନ୍ତି ତାଙ୍କ ସମ୍ପର୍କୀୟ ପୁତୁରା ଟିକୁନ ମେହେର । ଦିବ୍ୟାଙ୍ଗ ଟେରା ମେହେରଙ୍କୁ ଚପଲ କାମ କରିବାକୁ ତାଙ୍କ ପୁତୁରା ଗାଁରୁ ଡାକି ଆଣିଥିଲେ । ଉଭୟଙ୍କ ମଧ୍ୟରୁ ଟେରାଙ୍କ…