IIC ବିୟୁଟି ମହାନ୍ତିଙ୍କ ଆସିଲା ଫୋନ୍ ଡିଟେଲସ୍ ,ଏ ପର୍ଯ୍ୟନ୍ତ ମୃତ୍ୟୁ ଘଟଣାର ପ୍ରକୃତ ତଥ୍ୟ ଜଣାପଡ଼ିନାହିଁ- ଡିସିପି
କଟକ : IIC ବିୟୁଟି ମହାନ୍ତିଙ୍କ ଗୋଟିଏ ଫୋନର ଡିଟେଲସ୍ ଆସିଲା । ଷ୍ଟେଟ୍ ଫୋରେନସିକ୍ ଲ୍ୟାବରୁ ଆସିଲା ତଥ୍ୟ । ଆଇଆଇସି ବିୟୁଟି ମହାନ୍ତି ମୃତ୍ୟୁ ମାମଲାରେ କଟକ ଡିସିପି ଋଷିକେଶ ଖିଲାରୀଙ୍କ ସୂଚନା । ଆଉ ଏକ ଫୋନ ରିପୋର୍ଟକୁ ଅପେକ୍ଷା କରାଯାଇଛି । କମିଶନରେଟ ପୋଲିସର ତିନିଟି ଟିମ୍ ତଦନ୍ତ…