ଦାରିଙ୍ଗିବାଡ଼ି ଫରେଷ୍ଟ କଲୋନୀରେ ମହିଳା ଫରେଷ୍ଟ ଗାର୍ଡଙ୍କୁ ଗଳାକାଟି ହତ୍ୟା ମାମଲା, ଅଭିଯୁକ୍ତକୁ ମିଳିଲା ଆଜୀବନ…
କନ୍ଧମାଳ(କେନ୍ଯୁଜ୍) : କନ୍ଧମାଳ ଜିଲ୍ଲା ଦାରିଙ୍ଗିବାଡ଼ି ଥାନା ଫରେଷ୍ଟ କଲୋନୀରେ ମହିଳା ଫରେଷ୍ଟ ଗାର୍ଡଙ୍କୁ ଗଳାକାଟି ହତ୍ୟା ମାମଲାରେ ଦଣ୍ଡାଦେଶ । ଅଭିଯୁକ୍ତକୁ ବାଲିଗୁଡ଼ା ଏଡିଜେ କୋର୍ଟ ଆଜୀବନ କାରାଦଣ୍ଡାଦେଶ ଦେଇଛନ୍ତି । ଅଭିଯୁକ୍ତ ରାଇକିଆ ଥାନା ଚୂନପାଲି ଗାଁର ବୃନ୍ଦାବନ ନାୟକ । ୨୦୧୭…