Browsing Tag

murder case

ଜୁଇରେ ଏକାଠି ଜଳିଲା ପରିବାରର ୪ ମୃତଦେହ, ନିଶ୍ଚିହ୍ନ ହୋଇଗଲା ପୁରା ପରିବାର

ବରଗଡ଼(କେନ୍ୟୁଜ୍):   ଜୁଇରେ ଏକାଠି ଜଳିଲା ପରିବାରର ୪ଜଣଙ୍କ ମୃତଦେହ। ନିଶ୍ଚିହ୍ନ ହୋଇଗଲା ପୁରା ପରିବାର। ଏକାସାଙ୍ଗେ ଜଳିଲେ ସ୍ୱାମୀ ସ୍ତ୍ରୀ ଓ ଦୁଇ ସନ୍ତାନ। ଗତକାଲି ରାତିରେ ବରଗଡ଼ ଜିଲ୍ଲା ଭେଡେନ ବ୍ଲକ ଜାଣ୍ଡୋଲ ଗାଁ କନ୍ଧପଡାର ଶେଷଦେବ ମେହେରଙ୍କ ପରିବାରର ୪ଜଣ ମୃତଦେହ ଠାବ ହୋଇଥିଲା।…

ହତ୍ୟା ଘଟଣାରେ ବାପ ପୁଅଙ୍କୁ ଆଜୀବନ କାରାଦଣ୍ଡ, ସଜା ଶୁଣାଇଲେ ନୂଆପଡ଼ା ଦୌରାଜଜ୍

ନୂଆପଡ଼ା(କେନ୍ୟୁଜ୍): ନୂଆପଡ଼ା ଜିଲ୍ଲା ଦୌରାଜଜ୍ ଆଜି ଏକ ହତ୍ୟା ମାମଲାର ଶୁଣାଣୀ କରି ବାପ ପୁଅଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ଗତ ୧୬.୦୧.୨୧ରେ ସିନାପାଲି ଥାନା ଅନ୍ତର୍ଗତ ଗମ୍ଭାରୀଗୁଡା ଗାଁର ନନ୍ଦ ଖର୍ସେଲଙ୍କୁ ସେହିଗାଁର ବାପା ବୈଭସୁତ ଖର୍ସେଲ ଓ ପୁଅ ଅରକ୍ଷିତ ଖର୍ସେଲ…

ସ୍ୱାମୀର ଚିତା ଲିଭିନଥିବା ବେଳେ ପତ୍ନୀ ପ୍ରେମିକର ହାତଧରି ଚାଲିଯିବା ଘଟଣା: ପ୍ରେମୀ ଯୁଗଳ ଗିରଫ

ରାଜକନିକା(କେନ୍ୟୁଜ୍): କେନ୍ଦ୍ରାପଡା ଜିଲ୍ଲା ରାଜକନିକା ଥାନା ଅନ୍ତର୍ଗତ ଭାମଣ୍ଡା ଗାଁରେ ଅବୈଧ ପ୍ରେମ ସମ୍ପର୍କରୁ ପୂଜକ ରଙ୍ଗାଧର ଦାସ ହତ୍ୟାକାଣ୍ଡ ଘଟଣାରେ ପତ୍ନୀଙ୍କ ସହ ପ୍ରେମିକ ଗିରଫ। ହତ୍ୟାଅଭିଯୋଗରେ ପତ୍ନୀ ରତ୍ନମଣି ଦାସ ଓ ତାଙ୍କ ପ୍ରେମିକ ଆସିତ ଶତପଥୀଙ୍କୁ  ଯାଜପୁରରୁ ରାଜକନିକା…

ବଲାଙ୍ଗିର ଅଜୁ ଦୋର ହତ୍ୟାକାଣ୍ଡ ଘଟଣା: ୪ ଅଭିଯୁକ୍ତଙ୍କୁ ଗିରଫ କଲା ବଲାଙ୍ଗିର ଟାଉନ ଥାନା ପୋଲିସ

ବଲାଙ୍ଗିର(କେନ୍ୟୁଜ୍):ବଲାଙ୍ଗିର ଅଜୁଦୋର ହତ୍ୟାକାଣ୍ଡର ୪ ଅଭିଯୁକ୍ତ ଗିରଫ। ଅଭିଯୁକ୍ତଙ୍କୁ ଗିରଫ କରିଛି ବଲାଙ୍ଗିର ଟାଉନ ଥାନା ପୋଲିସ। ଗତ ୧୬ତାରିଖରେ ଭୀମଭୋଇ ମେଡିକାଲ କଲେଜ ଡାକ୍ତରଖାନା ପରିସରରେ ଘଟିଥିଲା ହତ୍ୟାକାଣ୍ଡ। ତାଙ୍କ ମାଙ୍କ ସହ ଅଜୁ ଦୋରା ଡାକ୍ତରଖାନା ଆସିଥିବା ବେଳେ ତାଙ୍କୁ…

ଛାତ ଉପରେ ବୁଲୁଥିଲା ବୋଲି ଭଉଣୀକୁ ପିଟି ପିଟି ହତ୍ୟା କଲା ଭାଇ

ଆଉ ଦୁଇ ଦିନ ପରେ ଦେଶବ୍ୟାପି ପାଳନ ହେବ ରକ୍ଷାବନ୍ଧନ ଉତ୍ସବ । କିନ୍ତୁ ରକ୍ଷାବନ୍ଧନର ମାତ୍ର କିଛି ଦିନ ପୂର୍ବରୁ ଜଣେ ଭାଇ ନିଜ ଭଉଣୀ ସହିତ ଏମିତି କିଛି କରିଛନ୍ତି ଯାହାକୁ ବିଶ୍ୱାସ କରିହେଉ ନାହିଁ । ରାକ୍ଷୀ ସପ୍ତାହରେ ହିଁ ଉତ୍ତର ପ୍ରଦେଶର ଏକ ଗାଁରେ ଜଣେ ଭାଇ ନିଜ ଭଉଣୀକୁ ହତ୍ୟା କରିବା…

ଜାତୀୟ ସ୍ତରର ସୁଟର ସିପି ସିଦ୍ଧୁ ହତ୍ୟା ଘଟଣା: ୭ ବର୍ଷ ପରେ ପ୍ରେମିକା କଲ୍ୟାଣ ସିଂଙ୍କୁ ଗିରଫ କଲା ସିବିଆଇ

ଚଣ୍ଡିଗଡ଼: ଚଣ୍ଡିଗଡ଼ର ଜାତୀୟ ସ୍ତରର ସୁଟର ସୂକ୍ଷ୍ମନପ୍ରୀତ୍‌ ସିଂଙ୍କୁ ପ୍ରାୟ ୭ ବର୍ଷ ତଳେ ଏକ ପାର୍କରେ ହତ୍ୟା କରାଯାଇଥିଲା । ସିବିଆଇ ଏହି ମାମଲାରେ ତାଙ୍କ ପ୍ରେମିକା କଲ୍ୟାଣ ସିଂଙ୍କୁ ଗିରଫ କରିଛି । ସେ ହେଉଛନ୍ତି ହିମାଚଳ ପ୍ରଦେଶ ହାଇକୋର୍ଟର କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ସାବିନା…

ଗୁପଚୁପ ଖାଇ ବାକି ଟଙ୍କା ନଦେବାରୁ ମଦ୍ୟପ ଯୁବକଙ୍କୁ ପିଆଜ କଟା ଛୁରାରେ ହତ୍ୟା କଲା ବେପାରୀ

କାମାକ୍ଷାନଗର(କେନ୍ୟୁଜ୍‌): ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ଲୋଧଣୀ ପଞ୍ଚାୟତ ଅନ୍ତର୍ଗତ ପାଳସାହି ଗାଁରେ ବିଭତ୍ସ ହତ୍ୟାକାଣ୍ଡ । ଗୁପଚୁପ ଖିଆ ବାକି ଟଙ୍କା ନଦେବାରୁ ମଦ୍ୟପ ଯୁବକଙ୍କୁ ପିଆଜ କଟା ଛୁରାରେ ହତ୍ୟା କଲା ଗୁପଚୁପ ବେପାରୀ । ମୃତ ଯୁବକ ଜଣଙ୍କ ପାଳସାହି ଗାଁର ବିଭୂତି ସାହୁ ।…

ପାଟଣାଗଡ଼ ବ୍ଲକର କନିଷ୍ଠ ଯନ୍ତ୍ରୀ ସୁରେଶ ସାହୁ ହତ୍ୟା ଘଟଣା: ୧୭ଦିନ ପରେ ବି ପୋଲିସ ହାତ ଖାଲି, ପ୍ରତିବାଦରେ…

ପାଟଣାଗଡ଼(କେନ୍ୟୁଜ୍‌): ପାଟଣାଗଡ଼ ବ୍ଲକର କନିଷ୍ଠ ଯନ୍ତ୍ରୀ ସୁରେଶ ସାହୁଙ୍କ ହତ୍ୟା ଘଟଣାକୁ ୧୭ ଦିନ ବିତିଥିଲେ ବି ଏଯାଏ ପୋଲିସ ହାତ ଖାଲି । ଅଭିଯୁକ୍ତଙ୍କୁ ଗିରଫ କରାଯାଇନି । ସେହିପରି ପାଟଣାଗଡ଼ ଅଞ୍ଚଳରେ ହତ୍ୟା, ଚୋରି, ଗଣ୍ଡଗୋଳ ଭଳି ଘଟଣା ବଢ଼ିବାରେ ଲାଗିଛି । ଏହାର ପ୍ରତିବାଦରେ ଆଜି…

ଆର୍. ଉଦୟଗିରି ଥାନା ସିଆଲଟି କଇଠଢେପ ଗାଁରେ ଯୁବକଙ୍କୁ ହତ୍ୟା ଅଭିଯୋଗ, ପୋଲିସର ତଦନ୍ତ ଜାରି

ମୋହନା(କେ ନ୍ୟୁଜ): ଗଜପତି ଜିଲ୍ଲା ଅନ୍ତର୍ଗତ ଆର୍. ଉଦୟଗିରି ଥାନା ସିଆଲଟି ପଞ୍ଚାୟତ କଇଠଢେପ ଗାଁ ନିକଟରେ ଜଣେ ଯୁବକଙ୍କୁ ହତ୍ୟା କରାଯାଇଥିବା ନେଇ ଅଭିଯୋଗ ହୋଇଛି । ମୃତକ ଜଣଙ୍କ ହେଲେ ମାଛଘରା ଗାଁର କାବୁଲା ବଳିଆରସିଂ । ଗତକାଲି କାବୁଲା ଓ ତାଙ୍କ ଭାଇ ଗୋଟିଏ ବାଇକ୍ରେ କୌଣସି କାମରେ…

କାଉନସିଲର ସ୍ୱାମୀଙ୍କ ହତ୍ୟା ଘଟଣା : ପୋଲିସ ହାତରେ ଧରା ପଡିଲା ମୁଖ୍ୟ ଅଭିଯୁକ୍ତ

ସୁବର୍ଣ୍ଣପୁର (କେନ୍ୟୁଜ): ସୁବର୍ଣ୍ଣପୁର ଜିଲ୍ଲା ତରଭା ଏନଏସି କାଉନସିଲରଙ୍କ ସ୍ୱାମୀଙ୍କୁ ହତ୍ୟା ଘଟଣାର ମୁଖ୍ୟ ଅଭିଯୁକ୍ତ ଗିରଫ । ଗିରଫ ଅଭିଯୁକ୍ତ ହେଲେ ଶ୍ରୀତମ ଭୁଷଣ ଗୁରୁ । ଗତ ୭ ତାରିଖ ରାତିରେ ତରଭା ଏନଏସି ୧୦ ନମ୍ବର ୱାର୍ଡର କାଉନସିଲର ନଳିନୀ ନାଏକଙ୍କ ସ୍ବାମୀ ସଂଜୀବ କୁମାର…

ବରଗଡ ରେଲୱେ ଷ୍ଟେସନ ନିକଟ ଲଜରୁ ନାବାଳିକାର ମୃତଦେହ ଉଦ୍ଧାର, ଯୁବକଙ୍କ ସାଙ୍ଗରେ ଆସିଥିଲେ ବୁଲିବାକୁ

ବରଗଡ଼(କେନ୍ୟୁଜ୍):  ବରଗଡ ସହର ରେଲୱେ ଷ୍ଟେସନ ସ୍ଥିତ ବିଜୟ ଲଜରୁ ଜଣେ ନାବାଳିକାଙ୍କ ମୃତଦେହ ଉଦ୍ଧାର । ହତ୍ୟା ଅଭିଯୋଗ ଆଣିଲେ ପରିବାର ବର୍ଗ । ମୃତ ନାବାଳିକା ଜଣକ ଗାଇସିଲେଟ ଥାନା ଭେଲୁଆଁପଦର ଗାଁର ମିଶ୍ର ନାଗଙ୍କ ଝିଅ । ସେ ବରଗଡ ମହିଳା ମହାବିଦ୍ୟାଳୟ +୨ ପ୍ରଥମ ବର୍ଷର ଛାତ୍ରୀ ବୋଲି…

ବ୍ୟବସାୟୀ କୃଷ୍ଣଚନ୍ଦ୍ର ପରିଡା ହତ୍ୟାକାଣ୍ଡରେ ଦୁଇ ଅଭିଯୁକ୍ତ ଗିରଫ

ବ୍ରହ୍ମପୁର(କେନ୍ୟୁଜ):ବ୍ୟବସାୟୀ କୃଷ୍ଣଚନ୍ଦ୍ର ପରିଡା ହତ୍ୟାକାଣ୍ଡରେ ଦୁଇ ଅଭିଯୁକ୍ତ ଗିରଫ । ଗଞ୍ଜାମ ଜିଲ୍ଲା ଛତ୍ରପୁର ଥାନା ହଂସପୁର ସିମେଣ୍ଟ ବ୍ୟବସାୟୀ କୃଷ୍ଣଚନ୍ଦ୍ର ପରିଡା ହତ୍ୟାକାଣ୍ଡରେ ସମ୍ପୃକ୍ତି ନେଇ ଦୁଇ ଅଭିଯୁକ୍ତକୁ ଗିରଫ କରାଯାଇଛି । ଗିରଫ ଅଭିଯୁକ୍ତ ହଂସପୁର ଗାଁର ପଙ୍କଜ…