ଗୁଣିଆ ସନ୍ଦେହ ହତ୍ୟା ମାମଲାରେ ତିନି ଅଭିଯୁକ୍ତଙ୍କୁ ସଜା : ଆଜୀବନ କାରାଦଣ୍ଡାଦେଶ ଦେଲେ କୋର୍ଟ
ରାୟଗଡା (କେନ୍ୟୁଜ): ରାୟଗଡା ଜିଲ୍ଲାର ଶେଷଖାଲ ଥାନା ଅନ୍ତର୍ଗତ ଅର୍ପଣା ଗ୍ରାମରେ ହୋଇଥିବା ବହୁ ଚର୍ଚ୍ଚିତ ହତ୍ୟାକାଣ୍ଡ ମାମଲାର ଆଜି ରାଏ ପ୍ରକାଶ ପାଇଛି । ଗତ ୨୦୧୭ ମସିହା ଡିସେମ୍ବର ୩୧ ତାରିଖରେ ଅର୍ପଣା ଗ୍ରାମର ରତୁନୁ ଜିଲକାରାଙ୍କୁ ଗୁଣିଆ ସନ୍ଦେହରେ ନିର୍ମମ ଭାବେ ହତ୍ୟା କରିଥିବା…