ସିଗାରେଟ୍ ପାଇଁ ହତ୍ୟା, ମହିଳାଙ୍କୁ ଟ୍ରେନରୁ ଫିଙ୍ଗି ଦେଲା ଦୁର୍ବୃତ୍ତ
ସିଗାରେଟ୍ ଫିଙ୍ଗିବାକୁ କହିଲେ । ହେଲେ ଦୁର୍ବୃତ୍ତ ସିଗାରେଟ୍ ଫିଙ୍ଗିଲେ ନାହିଁ, ଟ୍ରେନରୁ ଫିଙ୍ଗି ଦେଲେ ଆପତ୍ତି ଉଠାଇଥିବା ମହିଳାଙ୍କୁ । ଗତ ଶୁକ୍ରବାର ବିଳମ୍ବିତ ରାତିରେ ଜାଲିଆନାୱାଲାବାଗ ଏକ୍ସପ୍ରେସରେ ଘଟିଛି ଏଭଳି ଏକ ବଡ଼ ଅଘଟଣ । ଟ୍ରେନର ଜେନେରାଲ ବଗିରେ ଗୋଟିଏ ପରିବାର ଯାଉଥିଲା ।…