ପ୍ରେମିକାକୁ ପାଇବାକୁ ଦୁଇ ପ୍ରେମିକ ମଧ୍ୟରେ ଗଣ୍ଡଗୋଳ, ପରେ ଘଟିଲା ହତ୍ୟାକାଣ୍ଡ
ବଲାଙ୍ଗିର(କେନ୍ୟୁଜ୍):ଗୋଟିଏ ପ୍ରେମିକାକୁ ଦୁଇ ପ୍ରେମିକ । ପ୍ରେମିକା କାହାର ? ଏଥିପାଇଁ ଦୁଇ ପ୍ରେମିକ ମଧ୍ୟରେ ଗଣ୍ଡଗୋଳ । ବଲାଙ୍ଗିର ଜିଲ୍ଲା ଅଇଁଲା ଚୁଆ ଗାଁର ରଜତ ପ୍ରଧାନ ହତ୍ୟାକାଣ୍ଡ ଘଟଣାର ପର୍ଦ୍ଦାଫାସ୍ କରିଛି ପୋଲିସ । ପ୍ରଥମରେ ଏହା ଏକ ଆତ୍ମହତ୍ୟା କୁହାଯାଉଥିଲେ ବି ବଲାଙ୍ଗିର…