Browsing Tag

murder in bargarh

୩ ଚୋରଙ୍କୁ କାବୁ କରିନେଲେ ଲୋକ, ଏମିତି ମାରିଲେ ଯେ ଦୁଇ ଜଣ ମରିଗଲେ ଆଉ ଜଣଙ୍କ ଅବସ୍ଥା ସଂକଟାପନ୍ନ

ବରଗଡ (କେନ୍ୟୁଜ) : ପବ୍ଲିକ ମାଡ ତ ଜାଣିଥିବେ । ଲୋକମାନେ ଯଦି ଏକାଠି ହେଇଗଲେ ସେଠି ଆଖି କାନର ବି ଚିହ୍ନବର୍ଣ୍ଣ ରହେନାହିଁ । ଆଉ ଏଠି ତ ପବ୍ଲିକ ଏମିତି ବାଡେଇଛନ୍ତି ଯେ ଦୁଇ ଜଣଙ୍କର ପ୍ରାଣବାୟୁ ଉଡିଯାଇଛି । ଆଉ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି । ଲୋକମାନଙ୍କ ମାଡରେ ଚାଲିଯାଇଛି ଚୋରର…

ଝିଅ ବାହାଘର ଚାଲିଥିବା ବେଳେ ମାଆକୁ ନିର୍ମମ ହତ୍ୟା ! ୨ଜଣ ଥାନାରେ ଅଟକ

ବରଗଡ଼(କେନ୍ୟୁଜ୍‌): ଝିଅ ବାହାଘର ଚାଲିଥିବା ବେଳେ ମାଆକୁ ନିର୍ମମ ହତ୍ୟା ଅଭିଯୋଗ। ବରଗଡ଼ ଜିଲ୍ଲା ମେଲଛାମୁଣ୍ଡା ଥାନା ସାଲେପାଲି ଗାଁରେ ଅଭାବନୀୟ ଘଟଣା ଘଟିଛି। ଝିଅ ବାହାଘର ଚାଲିଥିବା ସମୟରେ ମା’ଙ୍କୁ ନିର୍ମମ ହତ୍ୟା କରାଯାଇଥିବା ଅଭିଯୋଗ । ମୃତ ମହିଳା ହେଲେ ଆଶାକର୍ମୀ କିଶୋରୀ ତାଣ୍ଡି ।…

ବୀଭତ୍ସ ହତ୍ୟା: ରକ୍ତ ଜୁଡୁବୁଡୁ ଅବସ୍ଥାରେ ଯୁବକଙ୍କ ମୃତଦେହ ଉଦ୍ଧାର

ବରଗଡ଼(କେନ୍ଯୁଜ୍): ବୀଭତ୍ସ ହତ୍ୟା। ରକ୍ତ ଜୁଡୁବୁଡୁ ଅବସ୍ଥାରେ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର । ବରଗଡ଼ ସହରର ଅମ୍ବାପାଲି ବନଜାରି ବ୍ରିଜ ନିକଟସ୍ଥ ପଡିଆରୁ ଜଣେ ଅଜଣା ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି । ମୃତଦେହ ପାଖରେ ଏକ ପଲସର ପଡି ରହିଛି। ଯୁବକଙ୍କୁ କେହି ଗଳାକାଟି ହତ୍ୟା କରି…