Browsing Tag

murder in kendrapara

ଏଏସଆଇଙ୍କ ବିରୋଧରେ ହତ୍ୟା ଅଭିଯୋଗ: ନ୍ୟାୟ ପାଇବା ପାଇଁ କେନ୍ଦ୍ରାପଡ଼ା ଏସପିଙ୍କୁ ଭେଟିଲେ ପୁଅକୁ ହରାଇଥିବା ମାଆ

କେନ୍ଦ୍ରାପଡ଼ା : ମହିଳା ଏଏସଆଇଙ୍କ ବିରୋଧରେ ହତ୍ୟା ଅଭିଯୋଗ । ଅଭିଯୋଗ ଆଣିଛନ୍ତି ଜଣେ ମହିଳା । ଅଭିଯୋଗ ଅନୁଯାୟୀ ପଟ୍ଟାମୁଣ୍ଡାଇ ଥାନାରେ କାର୍ଯ୍ୟ କରୁଥିବା ମହିଳା ଏଏସଆଇଙ୍କ ସହ ତାଙ୍କ ପୁଅ ଦେବାଶିଷଙ୍କର ପ୍ରେମ ସମ୍ପର୍କ ଥିଲା । ଜାତିଆଣ ମନୋଭାବ ଯୋଗୁ ତାଙ୍କ ପୁଅକୁ ବିବାହ କରିବାକୁ…

ପାରିବାରିକ କଳହକୁ କେନ୍ଦ୍ର କରି ସ୍ତ୍ରୀକୁ ହାଣି ସ୍ୱାମୀର ଆତ୍ମହତ୍ୟା ଉଦ୍ୟମ

କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ଗରାପୁରରେ ଅଭାବନୀୟ ଘଟଣା। ସ୍ତ୍ରୀକୁ ହାଣି ସ୍ୱାମୀର ଆତ୍ମହତ୍ୟା ଉଦ୍ୟମ। ପାରିବାରିକ କଳହକୁ କେନ୍ଦ୍ର କରି ଏହି ଘଟଣା ଘଟିଥିବା ଜଣାପଡିଛି । ଗତକାଲି ବିଳମ୍ବିତ ରାତିରେ ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ଝଗଡା ହୋଇଥିଲା । ଯାହାଫଳରେ ଏଥିରେ ଉତ୍ୟକ୍ତ ହୋଇ…