ଭୁବନେଶ୍ବର ପାହାଳ ହତ୍ୟାକାଣ୍ଡ ଘଟଣା, ଆଉ ଜଣଙ୍କୁ ଉଠାଇ ଆଣିଲା ପୋଲିସ୍
ଭୁବନେଶ୍ବର: ଭୁବନେଶ୍ବର ପାହାଳ ଅନନ୍ତପୁର ପ୍ରଭାତ ବେହେରା ହତ୍ୟାକାଣ୍ଡ ଘଟଣା । ଆଉ ଜଣଙ୍କୁ ଉଠାଇ ଆଣିଲା ପୋଲିସ୍ । ଅନନ୍ତପୁରର କୁନୁ ଭୋଇକୁ ଅଟକ ରଖିଛି ପାହାଳ ପୋଲିସ । ଘରୁ କୁନୁ ସହ ସ୍କୁଟିରେ ବାହାରିଥିଲେ ପ୍ରଭାତ। ଏନେଇ ଘରୁ ବାହାରିବା ପରେ ହତ୍ୟା ସ୍ଥଳକୁ ଆସିଥିଲେ । ଯେଉଁଠି ତାଙ୍କ…