ଅଭାବନୀୟ : ଦୁଇ ଛୁଆଙ୍କୁ ବିଷ ଦେଇ ମାଆର ଆତ୍ମହତ୍ୟା
ମାଲକାନଗିରି (କେନ୍ୟୁଜ୍) : ଅଭାବନୀୟ। ଦୁଇ ଛୁଆଙ୍କୁ ବିଷ ଦେଇ ମାଆର ଆତ୍ମହତ୍ୟା। ମାଆର ମୃତ୍ୟୁ ହୋଇଥିବାବେଳେ ଦୁଇ ଛୁଆଙ୍କୁ ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ମାଲକାନଗିରି ସଦର ମହକୁମା ବ୍ଲକର ଗୌଡ଼ଗୁଡ଼ା ଗାଁରେ ଏହି ଅଘଟଣ ଘଟିଛି। ମୃତକ ସୀତା ମାଡକାମୀ। ଛୁଆ…