ତ୍ରିକୋଣୀୟ ପ୍ରେମରୁ ହତ୍ୟା, ପ୍ରେମିକା ଆଗରେ ଯୁବକଙ୍କୁ ଖଣ୍ଡାରେ ହାଣିଲା ପ୍ରେମିକ
ଭୁବନେଶ୍ୱର (କେନ୍ୟୁଜ): ପ୍ରେମ ବ୍ୟାପରକୁ କେନ୍ଦ୍ର କରି ରାଜଧାନୀରେ ଗଡ଼ିଲା ମୁଣ୍ଡ । ତ୍ରିକୋଣୀୟ ପ୍ରେମରୁ ହତ୍ୟାକାଣ୍ଡ । ପ୍ରେମିକା ଆଗରେ ଯୁବକଙ୍କୁ ଖଣ୍ଡାରେ ହାଣିଲା ପ୍ରେମିକ । ଏପରି ଘଟଣା ଲକ୍ଷ୍ମୀସାଗର ଥାନା ଚିନ୍ତାମଣିଶ୍ବର ଅଞ୍ଚଳରେ ଘଟିଛି । ଗତକାଲି ରାତି ସାଢେ ୧ଟାରେ ହୋଇଛି…