Browsing Tag

murder

ଘରେ ବସି ପଢ଼ୁଥିଲା ପୁଅ, ଘରେ ପଶି ହାଣି ଦେଇଗଲା ଦୁର୍ବୃର୍ତ୍ତ

ଜଟଣୀ (କେନ୍ୟୁଜ) : ମାଆ କାନ୍ଦି କାନ୍ଦି ଗଡିଯାଉଛି । କିଛି ସମୟ ପାଇଁ ତ ବୁଝିପାରୁନି କଣ ସବୁ ଏ ହେଇଗଲା । ପୁଅ ଆଉ ଏ ଦୁନିଆରେ ନାହିଁ ବୋଲି ବିଶ୍ୱାସ କରିପାରୁନି ମାଆ । ହଠାତ୍‌ କଣ ଏମିତି ଘଟିଗଲା, କିଏ ମାରିଦେଲା ମୋ ପୁଅକୁ । ଏତେ ଛୋଟ ପିଲାଟି କଣ କାହାର ଦୋଷ କରିଥିଲା, କାହିଁକି କିଏ…

ଧାନବାଦ ଏକ୍ସପ୍ରେସରେ ରାଞ୍ଚି ମହିଳାଙ୍କୁ ହତ୍ୟା ମାମଲା: ୬ ମାସ ପରେ ଅଭିଯୁକ୍ତକୁ କାବୁ କଲା ଜିଆରପି ପୋଲିସ

ଭୁବନେଶ୍ୱର(କେନ୍ୟୁଜ୍): ଆଜି ଭୁବନେଶ୍ୱରରେ ପହଞ୍ଚିବ ହତ୍ୟାକାରୀ ପ୍ରେମିକ । ଧାନବାଦ ଏକ୍ସପ୍ରେସରେ ରାଞ୍ଚି ମହିଳାଙ୍କୁ ହତ୍ୟା ମାମଲା ୬ ମାସ ପରେ ଅଭିଯୁକ୍ତକୁ ସୁରଟରୁ କାବୁ କରି ଭୁବନେଶ୍ୱର ଆଣୁଛି ଜିଆରପି । ଅଭିଯୁକ୍ତ ଗଞ୍ଜାମ ଧରାକୋଟର ଶୁଧାଂଶୁ ପ୍ରଧାନ। ସୁରଟର ଆମରୋଲି ଭଡାଘରେ ଚଢ଼ାଉ…

ଅପହରଣ ପରେ ହତ୍ୟା ! ଦୁଇ ଦିନ ପରେ ରାସ୍ତା କଡରୁ ମିଳିଲା ଯୁବକଙ୍କ ମୃତଦେହ

ଗଞ୍ଜାମ (କେନ୍ୟୁଜ): କୋଦଳା ଥାନା ଅନ୍ତର୍ଗତ ସାତନଳ ରାସ୍ତା କଡରୁ ମିଳିଲା ମୃତଦେହ । ମୃତକ ଜଣକ ହେଉଛନ୍ତି କବିସୂର୍ଯ୍ୟନଗର ଥାନା ଅନ୍ତର୍ଗତ କେ.ଖରିଡା ଗ୍ରାମର ଦୀପୁ ପାତ୍ର । ତାଙ୍କୁ ଅପହରଣ ପରେ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି । ଦୁଇ ଦିନ ତଳେ କୋର୍ଟରୁ ଫେରିବା ସମୟରେ ତାଙ୍କର…

ଜମିବାଡ଼ି ବିବାଦକୁ ନେଇ ହତ୍ୟାକାଣ୍ଡ, ପୁତୁରା ଆକ୍ରମଣରେ ଦାଦା ମୃତ

ପୁରୀ (କେନ୍ୟୁଜ): ପୁରୀ ସଦର କଣ୍ଠପୁରରେ ଜଣେ ବ୍ୟକ୍ତିଙ୍କୁ ହତ୍ୟା। ପୁତୁରା ଆକ୍ରମଣରେ ଦାଦାଙ୍କ ମୃତ୍ୟୁ ଅଭିଯୋଗ । ମୃତକ ହେଉଛନ୍ତି ଵୀର ବରାଳ। ମାରଣାସ୍ତ୍ରରେ ଆକ୍ରମଣ ଯୋଗୁଁ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଛି। ଅଭିଯୁକ୍ତ ପୁତୁରା ପପୁ ବରାଳ ଅଟକ। ଜମିବାଡ଼ି ବିବାଦକୁ ନେଇ ଏହି…

ଜୁନାଗଡ଼ ଶଙ୍କରପଲା ଗାଁରେ କିଏ ଓ କାହିଁକି ୩ ଜଣଙ୍କୁ ଅତି ନିର୍ମମ ଭାବରେ ହତ୍ୟା କଲା ? ଅଭିଯୁକ୍ତଙ୍କ ଟେର୍ ପାଇନି…

 କଳାହାଣ୍ଡି(କେନ୍ୟୁଜ୍): କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ଶଙ୍କରପଲା ଗାଁରେ ଟ୍ରିପଲ୍ ମର୍ଡରକୁ ୨୪ ଘଣ୍ଟାରୁ ଅଧିକ ସମୟ ବିତିଥିଲେ ବି ଅଭିଯୁକ୍ତଙ୍କ ଟେର୍ ପାଇନି ପୋଲିସ । ସାଇଣ୍ଟିଫିକ ଟିମ୍ ଓ ସନ୍ଧାନୀ କୁକୁର ସହାୟତାରେ ଆଜି ଘଟଣାସ୍ଥଳରେ ଖୋଳତାଡ ହୋଇଛି । କିଏ ଓ କାହିଁକି ୩ ଜଣଙ୍କୁ ଅତି…

ପୂର୍ବତନ ମହିଳା ସରପଞ୍ଚ ଓ ସ୍ବାମୀଙ୍କୁ ହତ୍ୟା ଘଟଣା: ୭ ଜଣଙ୍କୁ ଅଟକ ରଖି ପଚରାଉଚରା

କେନ୍ଦୁଝର (କେନ୍ୟୁଜ): କେନ୍ଦୁଝର ବାଲିପାଳ ପଞ୍ଚାୟତରେ ଡବଲ ମର୍ଡର ଘଟଣାରେ ୭ ଅଟକ। କାହିଁକି ପୂର୍ବତନ ସରପଞ୍ଚ ରମ୍ଭା ପାତ୍ର ଓ ତାଙ୍କ ସ୍ବାମୀଙ୍କୁ ହତ୍ୟା କଲେ ଦୁର୍ବୃତ୍ତ? ବ୍ୟକ୍ତିଗତ ଶତ୍ରୁତା ନା ରାଜନୈତିକ ବିବାଦରୁ ହତ୍ୟା? ହତ୍ୟାର କାରଣ ଅସ୍ପଷ୍ଟ ରହିଥିବା ବେଳେ ୭ଜଣଙ୍କୁ ଅଟକ ରଖି…

ପୂର୍ବତନ ମହିଳା ସରପଞ୍ଚ ଓ ସ୍ବାମୀଙ୍କୁ ହତ୍ୟା ! ଦୁଇ ଦିନ ତଳୁ ନିଖୋଜ ଥିଲେ ଦମ୍ପତ୍ତି

କେନ୍ଦୁଝର (କେନ୍ୟୁଜ): ଦମ୍ପତ୍ତିଙ୍କୁ ମାରି ଫିଙ୍ଗିଦେଲେ। ଘର ପଛପଟ କୂଅରୁ ମିଳିଲା ମୃତଦେହ। କେନ୍ଦୁଝର କେ.ବାଲିପାଳ ପଞ୍ଚାୟତର ପୂର୍ବତନ ମହିଳା ସରପଞ୍ଚ ଓ ସ୍ବାମୀଙ୍କୁ ହତ୍ୟା ସନ୍ଦେହ। ନିରଞ୍ଜନ ବଉଳା ଫାଣ୍ଡିର ଗ୍ରାମରକ୍ଷୀ ଥିବାବେଳେ ତାଙ୍କ ସ୍ତ୍ରୀ ରମ୍ଭା ପାତ୍ର ପୂର୍ବରୁ କେ.…

ଦୋକାନ ବାରଣ୍ଡାରୁ ଦୋକାନୀଙ୍କ ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପୁଅ

ବରଗଡ଼ (କେନ୍ୟୁଜ): ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ହତ୍ୟାକାଣ୍ତ । ଦୋକାନ ବାରଣ୍ଡାରେ ଶୋଇଥିବା ବେଳେ ହତ୍ୟା କଲେ ଦୁର୍ବୃତ୍ତ । ବରଗଡ ଜିଲ୍ଲା ବରପାଲି ଥାନା ଅନ୍ତର୍ଗତ ବାର୍‌ଗୁଡ଼ା ଗାଁ ନିକଟରେ ଘଟିଛି ଏଭଳି ଜଘନ୍ୟକାଣ୍ଡ । ପୋଲିସ ଘଟଣାର ତଦନ୍ତ ଜାରି ରଖିଛି । ସୂଚନା ଅନୁସାରେ ବରଗଡ…

ରାକ୍ଷୀ ପୂର୍ବରୁ ଭଉଣୀକୁ ଛାଡି ଚାଲିଗଲା ଭାଇ, ଯୁବକଙ୍କୁ ପିଟି ପିଟି ହତ୍ୟା କରିବା ପରେ ମା’କୁ ନିବସ୍ତ୍ର କରି…

ରାକ୍ଷୀ ପୂର୍ବରୁ ଭଉଣୀକୁ ଛାଡି ଚାଲିଗଲା ଭାଇ । ଏବର୍ଷ ଆଉ ଭାଇ ହାତରେ ରାକ୍ଷୀ ବାନ୍ଧି ପାରିବନ ଭଉଣୀ । ଭାଇ ଭାଇ ଯେତେ ଡାକିଲେ ବି ଆଉ ଫେରିବନି ଭାଇ । କାହିଁକିନା ଭାଇ ସବୁଦିନ ପାଇଁ ଚାଲିଯାଇଛି ଆରପାରିକୁ । ଭଉଣୀର ସୁରକ୍ଷା ପାଇଁ ଜୀବନକୁ ବଳି ଦେଇଦେଇଛି ଭାଇ । ରାକ୍ଷୀ ପୂର୍ଣ୍ଣିମାରେ…

ନାବାଳିକା ଶାଳୀକୁ ମାରି କୂଅରେ ଫିଙ୍ଗ ଦେଲା ଶଇତାନ ଭିଣୋଇ

ଭଞ୍ଜନଗର (କେନ୍ୟୁଜ୍‌) : ନାବାଳିକା ଶାଳୀକୁ ହତ୍ୟା କରି କୂଅରେ ଫିଙ୍ଗି ଦେଲା ଭିଣୋଇ। ଗଂଜାମ ଜିଲ୍ଲା ଜଗନ୍ନାଥପ୍ରସାଦ ଥାନା ଅନ୍ତର୍ଗତ ବରକୋଳିଆ ଗାଁ ନିକଟ ଏକ ପରିତ୍ୟକ୍ତ କୂଅରୁ ନାବାଳିକାର ମୃତଦେହ ଉଦ୍ଧାର ହୋଇଛି । ଅଭିଯୁକ୍ତ ଭିଣୋଇ ସନ୍ତୋଷ ଖଟେଇକୁ ଗିରଫ କରିଛି ବୁଗୁଡ଼ା ଥାନା ପୋଲିସ…

ଜଘନ୍ୟ କାଣ୍ଡ: ଆଈ ମାକୁ ହାଣି ମୁଣ୍ଡ ଗଣ୍ଡି ଅଲଗା କଲା ନାତି

ଜଗତସିଂହପୁର (କେନ୍ୟୁଜ): ଜଗତସିଂହପୁର ଜିଲ୍ଲା ବାଲିକୁଦା ଥାନା ଅଧିନ ଗଦେଇଗିରି ଗ୍ରାମରେ ଅଘଟଣ ଘଟିଛି। ନିଜ ଆଈ ମାକୁ ହାଣି ମୁଣ୍ଡ ଗଣ୍ଡି ଅଲଗା କଲା ନାତି । ମୃତ ବୁଢ଼ୀ ମାଆ ହେଲେ ସଖି ଲତା ସାହୁ । ଆଇ ସହ ନାବାଳିକା ଓ ତା ମାଆକୁ ମଧ୍ୟ କଟୁରୀରେ ଆକ୍ରମଣ କରିଛି ଅଭିଯୁକ୍ତ। ଆକ୍ରମଣରେ…

ଗୁରୁକୃପା ଆଶ୍ରମରେ ହତ୍ୟାକାଣ୍ଡ ଘଟଣା: ଆହତ ବାବା ଦୟାନିଧି ଦାସଙ୍କ ମୃତ୍ୟୁ

ପୁରୀ (କେନ୍ୟୁଜ): ପୁରୀ ବାସେଳି ସାହି ଥାନା ଗୁରୁକୃପା ଆଶ୍ରମରେ ହତ୍ୟାକାଣ୍ଡ ଘଟଣା। କଟକ ବଡ଼ ମେଡ଼ିକାଲରେ ଗୁରୁତର ଅବସ୍ଥାରେ ଚିକିତ୍ସା ହେଉଥିବା ଦୟାନିଧି ଦାସଙ୍କ ମୃତ୍ୟୁ ହୋଇଛି। ମୁଖ୍ୟ ଅଭିଯୁକ୍ତ ରବିନ୍ଦ୍ର କୁମାର ଜେନା ଓରଫ ବିଷ୍ଣୁ ବାବାକୁ ଗିରଫ କରି କୋର୍ଟ ଚାଲାଣ କଲା ବାସେଳି…