Browsing Tag

murdered in hotel

ହୋଟେଲ ରୁମରୁ ଯୁବକଙ୍କୁ ହତ୍ୟା ମାମଲାରେ ପର୍ଦ୍ଦାଫାସ, ମହିଳାଙ୍କ ସମେତ ଦୁଇ ଗିରଫ

ବାଲେଶ୍ବର: ବାଲେଶ୍ବରରେ ହୋଟେଲ ରୁମରୁ ଯୁବକଙ୍କୁ ହତ୍ୟା ମାମଲାରେ ପର୍ଦ୍ଦାଫାସ । ମହିଳାଙ୍କ ସମେତ ଦୁଇ ଗିରଫ । ଅନୈତିକ ସମ୍ପର୍କ ରଖିବା ପାଇଁ ବାଧ୍ୟ କରିବାରୁ ଆକାଶ ମହନ୍ତଙ୍କୁ ହତ୍ୟା । ଏହି ସୂଚନା ଦେଇଛନ୍ତି ବାଲେଶ୍ବର ସିଟି ଡିଏସପି । ଦୁଇ ଜଣ ସାଙ୍ଗ ଆକାଶ ମହାନ୍ତ ଓ ରାମଚନ୍ଦ୍ର…