Browsing Tag

murmura laddu

ମକର ସଂକ୍ରାନ୍ତିରେ ବନାନ୍ତୁ ମୁଢ଼ି ମୁଆଁ, ପାଇବେ ମୁରମୁରା ସ୍ୱାଦ

ଆଉ ଦିନ କେଇଟା ପରେ ମକର ସଂକ୍ରାନ୍ତି। ସବୁ ଘରେ ଏହାର ପ୍ରସ୍ତୁତି ଆରମ୍ଭ ହୋଇଗଲାଣି। ମକର ସଂକ୍ରାନ୍ତି ଦିନ ପୂଜା ସହିତ ଏହି ପର୍ବର ପାଳନ ମଧ୍ୟ କରାଯାଏ। ଏହି ଦିନରେ ବନ୍ଧୁବାନ୍ଧବ ଘରକୁ ଆସନ୍ତି ନଚେତ୍‌ ବନ୍ଧୁ ବାନ୍ଧବଙ୍କ ଘରକୁ ମିଠା ପିଠା ଯାଇଥାଏ। ଏମିତିରେ ଆପଣ ଘରେ ମୁଡି ମୁଆଁ ବନାଇ…