“ଓଡ଼ିଶା ଉତ୍ସବ” ଅବସରରେ ଆୟୋଜିତ ଝୋଟି ପ୍ରତିଯୋଗିତାରେ ଭାଗ ନେବାକୁ ଇଚ୍ଛୁକ ଅଛନ୍ତି କି? ଏଠାରେ…
ଭୁବନେଶ୍ୱର:"ଓଡ଼ିଶା ଉତ୍ସବ" ଅବସରରେ ବାଙ୍ଗାଲୋରଠାରେ ରହୁଥିବା ମହିଳା ମାନଙ୍କ ପାଇଁ ମୁରୁଜ/ ଝୋଟି ପ୍ରତିଯୋଗିତା ଅନୁଷ୍ଠିତ ହେଉଅଛି। ଇଚ୍ଛୁକ ମହିଳାମାନେ ନିମ୍ନ ଲିଖିତ ତଥ୍ଯ ଉପରେ ନଜର ପକାନ୍ତୁ।
ଏହି ପ୍ରତିଯୋଗିତାରେ କେବଳ ବେଙ୍ଗାଲୁରୁରେ ରହୁଥିବା ଓଡିଆ ମହିଳାଙ୍କୁ ଅନୁମତି…