Browsing Tag

museum of broken relationships

ଖୋଲିଲା ଭଙ୍ଗା ସମ୍ପର୍କର ମ୍ୟୁଜିୟମ୍, ଯେଉଁଠି ରଖାଯାଇଛି ପ୍ରେମୀଯୁଗଳଙ୍କ ନିଆରା ସାମଗ୍ରୀ

ବିଶ୍ବରେ ଏମିତି ଅନେକ ଲୋକ ଅଛନ୍ତି ଯେଉଁମାନଙ୍କ ମୁଣ୍ଡରେ ସର୍ବଦା ଅଲଗା କିଛି କରିବାର ନିଶା ଥାଏ । ସେମିତି ଜଣେ ମହିଳା ହେଉଛନ୍ତି ଚୀନର ଲିୟୁ ୟାନ୍ । ଯିଏ ଖୋଲିଛନ୍ତି ଗୋଟିଏ ନିଆରା ମ୍ୟୁଜିୟମ୍ । ଯେଉଁଠି ପ୍ରେମୀ ମାନଙ୍କର ଅଜବ ଗଜବ ଜିନିଷ ଦେଖିବାକୁ ମିଳିଛି । ଏହି ମ୍ୟୁଜିୟମର ନାଁ…