Browsing Tag

mushroom

ଛତୁ ଚାଷ କରି ନିଜେ ସ୍ୱାବଲମ୍ବୀ ହୋଇଛନ୍ତି ଗାଁ ଲୋକେ, ଚାଷୀଙ୍କ ଏନ୍ତୁଡ଼ିଶାଳ ପାଲଟିଛି ପଥରଖମ୍ବ ଗାଁ

ଛତୁ ଭଜା ହେଉ କିମ୍ବା ତରକାରୀ କି ପତ୍ର ପୋଡା ତାର ସ୍ୱାଦ ସମ୍ପୂର୍ଣ୍ଣ ନିଆରା । ଖାଦ୍ୟପ୍ରିୟ ରାଜ୍ୟ ଓଡିଶାରେ ବିଭିନ୍ନ ସ୍ଥାନରେ ଭିନ୍ନ ଭିନ୍ନ ଖାଦ୍ୟ ସେହିସ୍ଥାନକୁ ଦେଇଥାଏ ସ୍ୱତନ୍ତ୍ର ପରିଚୟ । ସେମିତି ଆମ ରାଜ୍ୟରେ ଏମିତି ଏକ ଗାଁ ରହିଛି ଯାହା ଛତୁଚାଷ ପାଇଁ ସାରା ରାଜ୍ୟରେ ପାଇଛି…

ମ୍ୟାଜିକ୍‌ ମସରୁମ୍‌ ଖାଇ ହରାଇ ବସିଲେ ବୁଝିବା ଶକ୍ତି, କାଟିଦେଲେ ନିଜ ପ୍ରାଇଭେଟ୍‌ ପାର୍ଟ

ପ୍ରକୃତି ଆମକୁ ଏମିତି ଜିନିଷ ଦେଇଥାଏ, ଯାହା ମଣିଷର ସ୍ୱାସ୍ଥ୍ୟ ପାଇଁ ବହୁତ ଲାଭଦାୟକ ହୋଇଥାଏ । କିନ୍ତୁ ଦୁନିଆରେ ଏମିତି ବି କିଛି ଜିନିଷ ରହିଛି, ଯାହାର ଖରାପ ପ୍ରଭାବ ମଣିଷ ଶରୀର ଉପରେ ପଡ଼େ । ମଣିଷ ନିଜର ବୁଦ୍ଧି ବିବେକ ସବୁ ହରାଇ ବସେ । ଏଭଳି ଏକ ଘଟଣା ଏବେ ସୋସିଆଲ ମିଡିଆରେ…

ୟୁଟ୍ୟୁବ ଦେଖି କରିଥିଲେ ଛତୁ ଚାଷ, ଏବେ ସେଥିରୁ ଚଳୁଛି ବିଶିକେସନଙ୍କ ପରିବାର

ଗୁଣୁପୁର: ଦୃଢ ଇଚ୍ଛା ଶକ୍ତି ଥିଲେ ସଫଳତା ଆପେ ଆପେ ଆସେ । ଏହାର ଜ୍ୱଳନ୍ତ ଉଦାହରଣ ହେଉଛନ୍ତି ଯୁବ ଚାଷୀ ବିଶିକେସନ ସାହୁ । ନିଜ ଗ୍ରାମରେ ରହି ପରିବା ବ୍ୟବସାୟରୁ ଛତୁ ଚାଷ କରି ଜଣେ ସଫଳ ଛତୁ ଚାଷୀ ଭାବେ ଅଂଚଳରେ ନିଜର ପରିଚୟ ସୃଷ୍ଟି କରିବା ସହ ନିଜର ଆର୍ଥିକ ସ୍ଥିତି ବେଶ ସ୍ୱଚ୍ଛଳ…

ବୈଜ୍ଞାନିକ ମାନଙ୍କ ଦାବି ଛତୁରୁ ତିଆରି ହେବ ସୁନା

ଛତୁକୁ କିଛି ଲୋକ ବହୁତ ଆନନ୍ଦରେ ଖାଆନ୍ତି ଏବଂ କିଛି ଲୋକ ଏହାକୁ ଆଦୌ ପସନ୍ଦ କରନ୍ତି ନାହିଁ । କିନ୍ତୁ ଯଦି କେହି କୁହନ୍ତି ଯେ ଛତୁରୁ ସୁନା ତିଆରି ହୋଇପାରିବ, ତାହା ଆପଣ କେବେ ମଧ୍ୟ ବିଶ୍ୱାସ କରିବେନି । କିନ୍ତୁ ଛତୁରୁ ବାହାରିବ ସୁନା । ଏକଥା ଶୁଣିକି ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗୁଛି ନା ।…

ଶୀତଦିନେ ଖାଆନ୍ତୁ ଓଏଷ୍ଟର ମସରୁମ, ପାଇବେ ନନଭେଜ୍ ଠାରୁ ମଧ୍ୟ ଅଧିକ ଫାଇଦା

ପ୍ରୋଟିନ୍, ଫାଇବର, ଭିଟାମିନ୍, ମିନେରାଲ୍ସ ଏବଂ ଆଣ୍ଟିଅକ୍ସିଡାଣ୍ଟ ପରି ପୋଷକ ତତ୍ତ୍ୱ ଓଏଷ୍ଟର ମସରୁମରେ ପ୍ରଚୁର ପରିମାଣରେ ମିଳିଥାଏ । ଏହି ସମସ୍ତ ଉପାଦାନ ଶରୀରକୁ ଅନେକ ରୋଗରୁ ରକ୍ଷା କରିଥାଏ । ତେବେ ଆସନ୍ତୁ ଜାଣିବା ଏହାର ଲାଭ ବିଷୟରେ... ଓଏଷ୍ଟର ମସରୁମର ଉପକାରିତା: ଯେକୌଣସି…

ଲୋନ୍‌ ନେଇ ଆରମ୍ଭ କରିଥିଲେ ଛତୁ ଫାର୍ମ, ଏବେ ପ୍ରତିବର୍ଷ କୋଟିଏ ଟଙ୍କା କରୁଛନ୍ତି ରୋଜଗାର

ଚାଷ କେବଳ ଗ୍ରାମାଞ୍ଚଳରେ ସୀମିତ ରହିଆସୁଥିଲା । କିନ୍ତୁ ସମୟ ଗଡିବା ସହିତ ଏହି ବ୍ୟବସାୟ ପ୍ରତି ଯୁବପିଢ଼ିଙ୍କର ଆଗ୍ରହ ମଧ୍ୟ ବଢ଼ିଛି । ଚାଷ କେବଳ ଭଲ ରୋଜଗାର ନୁହେଁ ବରଂ ଏହା କମ୍ ଖର୍ଚ୍ଚରେ ଅଧିକ ରୋଜଗାର ମଧ୍ୟ କରିପାରିବ । ଏହାର ଏକ ଜ୍ୱଳନ୍ତ ଉଦାହରଣ ହେଉଛି ହରିୟାଣାର କେଥଲ ନିବାସୀ…

ଆଜି ହିଁ ଘରେ ବନାନ୍ତୁ ରେସ୍ତୋରାଁ ଷ୍ଟାଇଲ କଡ଼ାଇ ମସରୁମ୍‌, ସ୍ୱାଦ ଏକଦମ ଲାଜବାବ୍

ଅଧିକାଂଶ ଲୋକ କଡ଼ାଇ ମସରୁମ୍‌ ଖାଇବାକୁ ରେସ୍ତୋରାଁ ଯାଆନ୍ତି । କିନ୍ତୁ ଆପଣ ଘରେ ସହଜରେ ମଧ୍ୟ ଏହାକୁ ତିଆରି କରିପାରିବେ । ଏହାକୁ ବନାଇବା ପାଇଁ ଭିନ୍ନ ଭିନ୍ନ ପ୍ରକାର ତରିକା ରହିଛି । କିନ୍ତୁ ଆଜି ଆମେ ଆପଣଙ୍କୁ ଏକଦମ୍‌ ସ୍ୱାଦିଷ୍ଟ କଡ଼ାଇ ମସରୁମ୍‌ ରେସିପି ବିଷୟରେ ଜଣାଇବୁ । ଜାଣନ୍ତୁ…

କୁଚିଣ୍ଡାରେ ଦେଖିବାକୁ ମିଳିଛି ବିରଳ ଛତୁ, ଓଜନ ୮ରୁ ୧୦ କେଜି

କୁଚିଣ୍ଡା(କେନ୍ୟୁଜ୍‌) : ପ୍ରକୃତି ବି ବଡ ଅଜବ । କାହାକୁ କେମିତି କେଉଁ ଉପାୟରେ ଗଢ଼ିଛି ତାହା ତ କେବଳ ତାକୁ ହିଁ ଜଣା । ପ୍ରତିଟି ବୃକ୍ଷଲତା, ଜୀବଜନ୍ତୁ ଆଦିଙ୍କର ନିର୍ଦ୍ଦିଷ୍ଟ ରଙ୍ଗ, ନିର୍ଦ୍ଦିଷ୍ଟ ଆକାର ହେବା ପଛରେ ଏକ ବିଶେଷ କାରଣ ବି ରହିଥାଏ । ତେବେ ଆମେ କେଉଁଠି ନା କେଉଁଠି କିଛି…

ଛତୁର ଓଜନ ୧୦ କିଲୋ, ଚଉଡ଼ା ୨ ଫୁଟ, ଗଞ୍ଜାମ ଜିଲ୍ଲା ସୋରଡ଼ା ରତ୍ନପୁରରେ ଫୁଟିଛି ଏପରି ଛତୁ

ସରୋଡ଼ା(କେନ୍ୟୁଜ୍):  ଛତୁ ଖାଇବାକୁ ପ୍ରାୟ ଲୋକ ପସନ୍ଦ କରିଥାନ୍ତି । ବିଶେଷ କରି ବର୍ଷାର ଆରମ୍ଭରେ ଛତୁ ଫୁଟିଥାଏ । ବଜାରରେ ପାଲଠୁ ଆରମ୍ଭ କରି ବଟମ, ଧିଙ୍ଗିଡ଼ି ଛତୁର ବେଶ ଚାହିଦା ରହିଛି । ଏହାସହ ଆହୁରି ଅନେକ ପ୍ରକାରର ବିଭିନ୍ନ ଛତୁ ରହିଛି । ବାଲିଆ ଜାଗାରେ ଛୋଟ ଛୋଟ ବାଲି ଛତୁ ଫୁଟିଥାଏ…

ଅଟୋ ଚାଳକରୁ ଛତୁ ଉଦ୍ୟୋଗୀ, ନିଜ ପରିଚୟ ନିଜେ ତିଆରି କଲେ ସାଲେପୁରର ପ୍ରଦୀପ୍ତ

ସାଲେପୁର(କେନ୍ଯୁଜ୍): କଥାରେ ଅଛି ନିରବିଚ୍ଛିନ୍ନ ପ୍ରୟାସ ଓ ନିଷ୍ଠାପର ଉଦ୍ୟମ ଫଳରେ ସବୁକିଛି ସମ୍ଭବ ହୁଏ। ଏଇ ଯେମିତି କଟକ ଜିଲ୍ଲା ସାଲେପୁର ବ୍ଲକ ମହାଜନପୁର ଗାଁର ପ୍ରଦୀପ୍ତ କୁମାର ନାଥ। । ଜଣେ ସାଧରଣ ଅଟୋ ଚାଳକରୁ ପାଲଟିଲେ ଛତୁ ଚାଷୀ ଆଉ ଏବେ ମଞ୍ଜି ତିଆରି କରି ଛତୁ ଉଦ୍ୟୋଗ କରି ଅତି…

ଯଦି ଆପଣ ବି ଏହି ଭୁଲ କରୁଛନ୍ତି ତେବେ ସତର୍କ ରୁହନ୍ତୁ, କଦାପି ଏସବୁ ଖାଦ୍ୟକୁ ଦ୍ୱିତୀୟ ଥର ଗରମ କରି ଖାଆନ୍ତୁ ନାହିଁ

ଖାଦ୍ୟ ବଳକା ରହିବା ପରେ ଆମେ ତାକୁ ଦ୍ୱିତୀୟ ଥର ଗରମ କରି ଖାଇଥାନ୍ତି । ଏପରିକି ବେଳେବେଳେ ଫ୍ରିଜରେ ରଖାଯାଇଥିବା ଖାଦ୍ୟକୁ ଲୋକେ ପୁଣିଥରେ ଗରମ କରି ଖାଇଥାନ୍ତି । ଅଭ୍ୟାସ ବଶତଃ ଆମେ ବଳି ପଡ଼ିଥିବା ଖାଦ୍ୟକୁ ନଷ୍ଟ ନକରି ପରଦିନ ପୁଣି ଗରମ କରି ଖାଇଥାନ୍ତି । କିନ୍ତୁ ଏପରି କିଛି ଖାଦ୍ୟ…

ବିଷାକ୍ତ ଛତୁ ଖାଇ ଦୁଇ ପରିବାରର ୧୨ ଜଣ ଅସୁସ୍ଥ

ଆନନ୍ଦପୁର (କେନ୍ୟୁଜ୍‌) : ଏବେ ଶ୍ରାବଣ ଛତୁର ସମୟ । ହେଲେ ନଜାଣି ଛତୁ ତୋଳି ଖାଇଲେ ସମସ୍ୟାରେ ପଡ଼ିଯିବେ । ଏମିତି ଏକ ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ୍ ବଞ୍ଚୋ ଗାଁରେ । ଏହି ଗାଁରେ ବିଷାକ୍ତ ଛତୁ ଖାଇ ଦୁଇଟି ପରିବାରର ୧୨ ଜଣ ଅସୁସ୍ଥ ହୋଇପଡ଼ିଛନ୍ତି । ସେମାନଙ୍କୁ ଚିକିତ୍ସା…