Browsing Tag

mushroom cultivation

କୋଟି କୋଟି ଟଙ୍କା ବିନିମୟରେ ନିର୍ମାଣ ହୋଇଛି ଛତୁ ୟୁନିଟ ପ୍ଲାଣ୍ଟ, ହେଲେ ହୋଇପାରୁ ନାହିଁ ସଦୁପଯୋଗ

ନୟାଗଡ଼: ଶିଳ୍ପ ବିହୀନ ନୟାଗଡ ଜିଲ୍ଲା । ଜିଲ୍ଲାବାସୀ ଚାଷ ଉପରେ ନିର୍ଭର କରନ୍ତି । ମହିଳାମାନେ ଚାଷ କାର୍ଯ୍ୟ କରି କିଭଳି ସେଥିରୁ ଅର୍ଥ ରୋଜଗାର କରିବେ ଅର୍ଥାତ ସ୍ୱାବଲମ୍ବୀ ହେବେ ସେଥିପାଇଁ ସରକାର ବିଭିନ୍ନ ଯୋଜନା କରିଛନ୍ତି । ନୟାଗଡ ଜିଲ୍ଲା ଓଡଗାଁ ବ୍ଲକ ରାବେରାଠାରେ ଓଡିଶାର ଏକ…

ୟୁଟ୍ୟୁବ ଦେଖି କରିଥିଲେ ଛତୁ ଚାଷ, ଏବେ ସେଥିରୁ ଚଳୁଛି ବିଶିକେସନଙ୍କ ପରିବାର

ଗୁଣୁପୁର: ଦୃଢ ଇଚ୍ଛା ଶକ୍ତି ଥିଲେ ସଫଳତା ଆପେ ଆପେ ଆସେ । ଏହାର ଜ୍ୱଳନ୍ତ ଉଦାହରଣ ହେଉଛନ୍ତି ଯୁବ ଚାଷୀ ବିଶିକେସନ ସାହୁ । ନିଜ ଗ୍ରାମରେ ରହି ପରିବା ବ୍ୟବସାୟରୁ ଛତୁ ଚାଷ କରି ଜଣେ ସଫଳ ଛତୁ ଚାଷୀ ଭାବେ ଅଂଚଳରେ ନିଜର ପରିଚୟ ସୃଷ୍ଟି କରିବା ସହ ନିଜର ଆର୍ଥିକ ସ୍ଥିତି ବେଶ ସ୍ୱଚ୍ଛଳ…

ମହିଳାଙ୍କୁ ସ୍ୱାବଲମ୍ବୀ କରାଉଛି ଛତୁ ଚାଷ, ଅନ୍ୟମାନଙ୍କ ପାଇଁ ସାଜିଛନ୍ତି ଉଦାହରଣ

ପ୍ରତିଟି ପରିବାରର ଆର୍ଥିକ ବିକାଶ କ୍ଷେତ୍ରରେ ପୁରୁଷଙ୍କ ଅପେକ୍ଷା ମହିଳାଙ୍କ ପ୍ରତିଶତ ଢେର ଅଧିକ । ବର୍ଷତମାମ ଗାଁ ଗହଳିର ଗରିବ ଶ୍ରେଣୀର ମହିଳାଙ୍କ ରୋଜଗାରର ମୁଖ୍ୟ ମାଧ୍ୟମ ସାଜିଥିଲା ମୂଲ ମଜୁରୀ ସାଙ୍ଗକୁ ଜଙ୍ଗଲଜାତ ଦ୍ରବ୍ୟ । ଏବେ କିନ୍ତୁ ରାଜ୍ୟ ସରକାରଙ୍କ ମହିଳା ସଶକ୍ତିକରଣ…

କମ୍ ଖର୍ଚ୍ଚରେ ଏହି ମହିଳାଙ୍କ ଭଳି ଲାଭବାନ୍ ହେବାକୁ ଚାହୁଁଛନ୍ତି କି? ଏଭଳି କରନ୍ତୁ ଛତୁ ଚାଷ

ସୁନ୍ଦରଗଡ(କେନ୍ୟୁଜ୍): କମ୍ ଖର୍ଚ୍ଚରେ ଲାଭବାନ୍ ହେବାକୁ ଚାହୁଁଛନ୍ତି କି? ତାହା ପୁଣି ଚାଷ କରି । ତେବେ ସବୁଠାରୁ ଲାଭଦାୟକ ଚାଷ ହେଉଛି ଛତୁ ଚାଷ। କମ୍ ଖର୍ଚ୍ଚରେ କରି ବେଶି ଲାଭ ମିଳିଥାଏ ଏହି ଚାଷରେ । ଛତୁ ଚାଷ କରି ନିଜେ ସ୍ଵାବଲମ୍ଵୀ ହେବା ସହ ଅନ୍ୟ ମାନଙ୍କ ପାଇଁ ସାଜିଛନ୍ତି ଉଦାହରଣ…

ବନ୍ଦ କୋଠରୀରେ ଛତୁ ଚାଷ କରି ଚର୍ଚ୍ଚାରେ ବ୍ରଜରାଜନଗର ପୌରାଞ୍ଚଳର ମହିଳା, ସମାଜ ପାଇଁ ସୃଷ୍ଟି କଲେ ଅନନ୍ୟ ଉଦାହଣର

ଝାରସୁଗୁଡା(କେନ୍ୟୁଜ୍): ଆଜିକାଲି ମହିଳା ମାନେ ଚାରି କାନ୍ଥ ଭିତରେ ହାତେ ଓଢଣା ଦେଇ ନିବୁଜ ହୋଇ ରହିବାକୁ ପସନ୍ଦ କରୁନଥିବାବେଳେ, ଆତ୍ମନିର୍ଭରଶୀଳ ହୋଇ ସମାଜରେ ନିଜର ଏକ ସ୍ବତନ୍ତ୍ର ସ୍ଥାନ ବଜାୟ ରଖିବାରେ ସଫଳ ହୋଇଛନ୍ତି। ସେମାନେ ସବୁ କ୍ଷେତ୍ରରେ ନିଜର ଉପସ୍ଥିତିକୁ ଜାହିର ମଧ୍ୟ…