ବାଂଲାଦେଶରେ ଦୁର୍ଗାପୂଜାକୁ ମୁସଲିମଙ୍କ ବାରଣ: ହେବନି ଛୁଟି ଘୋଷଣା, ମୂର୍ତ୍ତି ବିସର୍ଜନ ବନ୍ଦ
ନୂଆଦିଲ୍ଲୀ : ପୁଣି ଅଶାନ୍ତ ବାଂଲାଦେଶ । ଦୁର୍ଗାପୂଜା ପାଳନ ନକରିବାକୁ ସଂଖ୍ୟାଲଘୁ ହିନ୍ଦୁଙ୍କୁ ଚେତାବନୀ ଦେଇଛନ୍ତି । ଇସଲାମିକ ମୌଳବାଦୀ ସଂଗଠ ଗୁଡ଼ିକ ପକ୍ଷରୁ ଦୁର୍ଗାପୂଜାରେ ଛୁଟି ମନା କରାଯାଇଛି । ବାଂଲାଦେଶରେ ସଂଖ୍ୟାଲଘୁ ସଂପ୍ରଦାୟର ସବୁଠାରୁ ବଡ଼ ପର୍ବ ହେଉଛି ଦୁର୍ଗାପୂଜା । କିନ୍ତୁ…