Browsing Tag

muslim

ଆଜି ଇଦ୍ ପାଳୁଛନ୍ତି ମୁସଲିମ ଧର୍ମାବଲମ୍ବୀ, ମସଜିଦରେ ଚାଲିଛି ସମୁହ ନମାଜ ପାଠ

ଭୁବନେଶ୍ୱର (କେନ୍ୟୁଜ): ଆଜି ଇଦ୍ ପାଳୁଛନ୍ତି ମୁସଲିମ ଧର୍ମାବଲମ୍ବୀ । ମସଜିଦରେ ଚାଲିଛି ସମୁହ ନମାଜ ପାଠ । ଘରେ ବି ଚାଲିଛି ନମାଜ ପାଠ । ପରସ୍ପରକୁ ଇଦର ଶୁଭେଛା ଜଣାଉଛନ୍ତି ମୁସଲିମ ଭାଇ ଓ ଭଉଣୀ । ବିରିୟାନୀ, ଲଛା, ସିମେଇ , ଖଜୁର ଓ ସର୍ବତ ପ୍ରସ୍ତୁତ ହୋଇ ରହିଛି । ଆଜି ଇଦ ସହ ଶେଷ ହେବ…

କାକଟପୁର ଅଞ୍ଚଳରେ ଦେଖିବାକୁ ମିଳିଛି ହିନ୍ଦୁ ମୁସଲିମଙ୍କ ଅପୂର୍ବ ମିଳନ

ଭାରତ ଏକ ସର୍ବଧର୍ମ ସମ୍ମିଳିତ ରାଷ୍ଟ୍ର ଏଠାରେ ସବୁଧର୍ମକୁ ସମାନ ଅଧିକାର ମିଳିଥାଏ । କିନ୍ତୁ ଅନେକ ସମୟରେ ଭାରତ ବର୍ଷରେ ଧର୍ମକୁ ନେଇ ଅନେକ ବିବିଧତା ଦେଖାଦେଇଥାଏ । ଧର୍ମ ନାମରେ ଇତିହାସରେ ଅନେକ ଦଙ୍ଗା, ଗୋଷ୍ଠୀ ସଂଘର୍ଷ ହୋଇଥିବା ଜାଣିବାକୁ ମିଳିଥାଏ । ଅନେକ କଟରପନ୍ଥୀ ଧାର୍ମିକ…

ଭାରତର ଏହି ମନ୍ଦିରରେ ମୁସଲିମ ମାନେ କରନ୍ତି ହନୁମାନଙ୍କ ପୂଜା, ଜାଣନ୍ତୁ ସମ୍ପୂର୍ଣ୍ଣ ତଥ୍ୟ

ହିନ୍ଦୁ ଧର୍ମରେ ହନୁମାନଜୀଙ୍କର ମହତ୍ୱ ଖୁବ ଅଧିକ । ତାଙ୍କର ପୂଜା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଏ । ସେ ପ୍ରଭୁ ରାମଙ୍କର ମଧ୍ୟ ଅତ୍ୟନ୍ତ ପ୍ରିୟ ଥିଲେ । ଭାରତର ଅନେକ ସ୍ଥାନରେ ହନୁମାନଜୀଙ୍କର ବହୁତ ଚମତ୍କାର ଏବଂ ମହାନ ମନ୍ଦିର ସବୁ ରହିଛି । କିନ୍ତୁ ଆପଣ ଜାଣନ୍ତି କି…

ବିବାହ ବିଚ୍ଛେଦ ପରେ କୃଷ୍ଣ ବନିଲେ ସାହାରା , ଧର୍ମ ବଦଳାଇ ପରିବାର ତ୍ୟାଗ କରି ଚାଲିଆସିଲେ ବୃନ୍ଦାବନଧାମ

କୃଷ୍ଣଙ୍କ ପ୍ରେମରେ ପାଗଳ ହେଲେ ମୁସଲିମ ମହିଳା ଶବନମ । ବୃନ୍ଦାବନ ଆସି ବନିଗଲେ ମୀରା, ନିଜ କୃଷ୍ଣଙ୍କ ପାଇଁ । ଜୀବନର ପରିସ୍ଥିତି ତାଙ୍କୁ ଏମିତି ବାଟରେ ଆଣି ରଖିଲା ଯେଉଁଠି ସେ କୃଷ୍ଣଙ୍କ ଛଡା ଆଉ କେଉଁଠାକୁ ଯିବାକୁ ଇଛା କଲେ ନାହିଁ । ଶେଷରେ ନିଜ ଧର୍ମ ବଦଳାଇଲେ .. ଆଉ ବନିଗଲେ ଶବନମ ରୁ…

ଏଠାରେ ଉଭୟ ହିନ୍ଦୁ ଓ ମୁସଲିମ ମାଆଙ୍କୁ କରିଥାନ୍ତି ପୂଜା, ପରମ୍ପରାକୁ ରଖିଛନ୍ତି ସବୁଠୁ ଆଗରେ

ପାକିସ୍ତାନ ଏକ ମୁସଲିମ ବହୁଳ ଦେଶ। ଏଠାରେ ଏମିତି ଏକ ମନ୍ଦିର ରହିଛି ଯେଉଁଠି ମୁସଲିମ ମାନେ ଯାଇ ପୂଜା କରିଥାନ୍ତି। ଆଜି ଆମେ ପାକିସ୍ତାନର ସେହି ମନ୍ଦିର ସମ୍ପର୍କରେ କହିବୁ। ଏଠାରେ କେବଳ ହିନ୍ଦୁ ନୁହେଁ ବରଂ ମୁସଲିମ ମାନେ ଯାଇ ମଧ୍ୟ ପୂଜା କରିଥାନ୍ତି। ପାକିସ୍ତାନର ବେଲୁଚିସ୍ତାନରେ ଏହି…

ହିନ୍ଦୁ ରୀତିନୀତିରେ ବାହା କରି କନ୍ୟାଦାନ କଲେ ମୁସଲମାନ

କେନ୍ଦ୍ରାପଡା (କେନ୍ୟୁଜ): ବର, କନ୍ୟା ବେଦିରେ ବସିଛନ୍ତି । ମନ୍ତ୍ର ପାଠ କରୁଛନ୍ତି ବ୍ରାହ୍ମଣ । କରୋନା ସଚେତନତା ସହ ମାସ୍କ ପିନ୍ଧି ସମ୍ପୂର୍ଣ୍ଣ ହିନ୍ଦୁ ରୀତିନୀତିରେ ଚାଲିଛି ବାହାଘର । କେନ୍ଦ୍ରାପଡ଼ାର ରେସୱା ସ୍ୱାଧାର ଗୃହରେ ଚାଲିଛି ଏହି ବାହାଘର । ହାତଗଣ୍ଠି ପରେ ସମୟ ଆସିଛି କନ୍ୟା…

ମୁସଲମାନ ଡେଲିଭରି ବୟ ହାତରୁ ରାସନ ନେଲେନି ପରିବାର, ଜାତି ଚାଲିଯିବ କହି ଫେରାଇ ଦେଲେ

କରୋନା ସ୍ଥିତିରେ ମଧ୍ୟ କିଛି ଲୋକ ନିଜ ଚିନ୍ତାଧାରା ଛାଡ଼ିପାରୁନାହାନ୍ତି। ଏହାର ନଗ୍ନ ଉଦାହରଣ ଦେଖିବାକୁ ମିଳିଛି ମୁମ୍ବାଇରେ। ମୁମ୍ବାଇର ମୀରା ରୋଡ଼ରେ ଡେଲିଭରି ଦେବାକୁ ଯାଇଥିବା ବ୍ୟକ୍ତି ମୁସଲମାନ ହୋଇଥିବାରୁ ଗ୍ରାହକ ତାଙ୍କଠାରୁ ରାସନ ସାମଗ୍ରୀ ରଖିନଥିବା ଅଭିଯୋଗ ହୋଇଛି। ଏହି ଘଟଣାକୁ…

ପାକିସ୍ତାନରେ ଥିବା ଏହି ଶକ୍ତିପୀଠର ସୁରକ୍ଷା କରିଥାନ୍ତି ମୁସଲମାନ ସମ୍ପ୍ରଦାୟ

ସାଧାରଣତଃ ଭାରତର ଶତ୍ରୁ ରାଷ୍ଟ୍ର ପାକିସ୍ତାନରେ ହିନ୍ଦୁ ମନ୍ଦିର ମାନଙ୍କୁ ଭଙ୍ଗା ଯାଉଥିବା ଖବର ସାମ୍ନାକୁ ଆସିଥାଏ । କିନ୍ତୁ ପାକିସ୍ତାନ ସ୍ଥିତ ଵେଲୁଚିସ୍ଥାନରେ ଏପରି ଏକ ମନ୍ଦିର ଅଛି ଯାହାର ରକ୍ଷା ସେଠାକାର ମୁସଲମାନ ସମ୍ପ୍ରଦାୟ କରିଥାନ୍ତି ।ଏଠାରେ ଦେବୀ ହିଙ୍ଗଲାଜ ଙ୍କ ରୂପେ ପୂଜା…