ଭାଙ୍ଗିଲେ ଲକଡାଉନର ନିୟମ, ଶହ ଶହ ମାତ୍ରାରେ ମୁସଲିମ ମସଜିଦରେ ପହଞ୍ଚି ମନାଇଲେ ରମଜାନ
ରମଜାନ ଆରମ୍ଭରୁ ଇଣ୍ଡୋନେସିଆ ଓ ପାକିସ୍ତାନର ମୁସଲିମମାନେ ଲକଡାଉନର ନିୟମ ଭାଙ୍ଗି ମସଜିଦ ଖୋଲି ପ୍ରାର୍ଥନା ଆରମ୍ଭ କରିଦେଇଛନ୍ତି । ଇଣ୍ଡୋନେସିଆ ଆଚେ ପ୍ରଦେଶର ଶତାଧିକ ଲୋକ ମସଜିଦରେ ପହଞ୍ଚି ପ୍ରାର୍ଥନା କରିଛନ୍ତି । ଯଦିଓ ଅଧିକାଂଶ ଲୋକ ମାସ୍କ ପିନ୍ଧିଥିଲେ କିନ୍ତୁ ସେଠାରେ ସାମାଜିକ…