କେଶରେ ଆଲୋବେରା ସହିତ ଲଗାନ୍ତୁ ସୋରିଷ ତେଲ, ମିଳିବ ଅନେକ ଲାଭ
ଆଲୋବେରା ଏବଂ ସୋରିଷ ତେଲ କେଶରେ ଲଗାଇଲେ ଅନେକ ସମସ୍ୟାରୁ ମୁକ୍ତି ମିଳିଥାଏ। ଆମେ ପ୍ରାୟତଃ କେଶରେ ସୋରିଷ ତେଲ ଲଗାଇଥାଉ। ଏହା କେଶ ପାଇଁ ଏକ ଟନିକ୍ ଭାବରେ କାମ କରେ । ସୋରିଷ ତେଲ ପ୍ରୟୋଗ କରିବା ଦ୍ୱାରା କେଶ ମଜବୁତ ହୋଇଥାଏ। ପ୍ରୋଟିନ୍, ଆଣ୍ଟିଅକ୍ସିଡାଣ୍ଟ, ଓମେଗା -୩ ଫ୍ୟାଟି ଏସିଡ୍ ପରି…