ପଞ୍ଚଲିଙ୍ଗେଶ୍ବର କେନ୍ଦୁଚତୁରୀ ନିକଟରୁ ଗଳିତ ଶବ ଉଦ୍ଧାର
ନୀଳଗିରି : ପଞ୍ଚଲିଙ୍ଗେଶ୍ବର ବିଟ୍ ଅଧୀନ କେନ୍ଦୁଚତୁରୀ ନିକଟରୁ ଗଳିତ ଶବ ଉଦ୍ଧାର ହୋଇଛି । ଶବଟି ସ୍ଥାନୀୟ କେନ୍ଦୁନାଳ ଗ୍ରାମର ମାଧ ସିଂ (୫୭) ବୋଲି ଜଣାପଡିଛି । ଗତ ଜାଗର ଦିନ ଠାରୁ ଘରୁ ରାଗି ମାଧ ଚାଲିଆସିଥିବା ବେଳେ ଘର ଲୋକ ଅନେକ ଖୋଜା ଖୋଜି ଜାରିରଖିଥିଲେ । ଆଜି କିଛି ଲୋକେ…