ନନଭେଜ୍ ପ୍ରେମୀ ଆଜି ବର୍ଷା ପାଗରେ ବନାନ୍ତୁ ମଟନ୍ ୬୫, ସ୍ୱାଦ ଏକଦମ୍ ଜବରଦସ୍ତ
ଆବଶ୍ୟକ ସାମଗ୍ରୀ
୫୦୦ ଗ୍ରାମ୍ ବୋନଲେସ୍ ମଟନ୍
୧ ଟେବୁଲ ଚାମଚ ଲଙ୍କା ପାଉଡର
ଏକ ଚାମଚ ହଳଦି ପାଉଡର
ଗୋଟିଏ ଚାମଚ ଗରମ ମସଲା ପାଉଡର
୨ ଚାମଚ ଲେମ୍ବୁ ରସ
୧ ଚାମଚ ଚାଉଳ ଗୁଣ୍ଡ
୧ ଚାମଚ କର୍ଣ୍ଣଫ୍ଲୋର
ଗୋଟେ ଅଣ୍ଡା
ସ୍ୱାଦାନୁସାରେ ଲୁଣ
ତେଲ ଛାଣିବା…